ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଆରଆଇ

The Sakala Picture
Published On

କୋରାପୁଟ: ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ତହସିଲ ଦୁଧାରୀ ଆରଆଇ କ୍ଷିରାବ୍ଧି ତନ୍ମୟା ସ୍ୱାଇଁ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରସାୟନ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଧରିଥିଲେ ବିଭାଗୀୟ ଅଧିକାରୀ । ମିଳିଥିବା ସୂଚନା ଅନୁଯାୟୀ, ଡୋଳିଆମ୍ବ ଗ୍ରାମର ଜୟରାମ ପାଙ୍ଗି ମୃତ୍ୟୁ ପଞ୍ଜିକରଣ ପାଇଁ ତାଙ୍କ ପାଖକୁ ଯାଇଥିଲେ । ଏଥିପାଇଁ ୧୦ ହଜାର […]

କୋରାପୁଟ: ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ତହସିଲ ଦୁଧାରୀ ଆରଆଇ କ୍ଷିରାବ୍ଧି ତନ୍ମୟା ସ୍ୱାଇଁ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରସାୟନ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଧରିଥିଲେ ବିଭାଗୀୟ ଅଧିକାରୀ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ମିଳିଥିବା ସୂଚନା ଅନୁଯାୟୀ, ଡୋଳିଆମ୍ବ ଗ୍ରାମର ଜୟରାମ ପାଙ୍ଗି ମୃତ୍ୟୁ ପଞ୍ଜିକରଣ ପାଇଁ ତାଙ୍କ ପାଖକୁ ଯାଇଥିଲେ । ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କ୍ଷିରାବ୍ଧି । ଏନେଇ ଜୟରାମ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ । ଆଜି କ୍ଷିରାବ୍ଧି ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ୬ ଜଣିଆ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

18 Nov 2021 By The Sakala

ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଆରଆଇ

କୋରାପୁଟ: ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ତହସିଲ ଦୁଧାରୀ ଆରଆଇ କ୍ଷିରାବ୍ଧି ତନ୍ମୟା ସ୍ୱାଇଁ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରସାୟନ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଧରିଥିଲେ ବିଭାଗୀୟ ଅଧିକାରୀ ।

ମିଳିଥିବା ସୂଚନା ଅନୁଯାୟୀ, ଡୋଳିଆମ୍ବ ଗ୍ରାମର ଜୟରାମ ପାଙ୍ଗି ମୃତ୍ୟୁ ପଞ୍ଜିକରଣ ପାଇଁ ତାଙ୍କ ପାଖକୁ ଯାଇଥିଲେ । ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କ୍ଷିରାବ୍ଧି । ଏନେଇ ଜୟରାମ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ । ଆଜି କ୍ଷିରାବ୍ଧି ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ୬ ଜଣିଆ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ ।

https://www.thesakala.in/latest-odisha-news/koraput/vigilance-caught-ri-while-taking-bribe-10-thousand/article-6952
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର