ନାରୀ ନିର୍ଯାତନା ପ୍ରତିବାଦ: ବିଜେଡି ପକ୍ଷରୁ ଜୟପୁର DIG କାର୍ଯ୍ୟାଳୟ ଘେରାଉ

The Sakala Picture
Published On

ଜୟପୁର : ରାଜ୍ୟରେ ବଢିଛି ନାରୀ ନିର୍ଯାତନା। ରାତିପାହିଲେ ଘଟିଚାଲିଛି ଦୁଷ୍କର୍ମ ଘଟଣା। ରାଜ୍ୟରେ ନାରୀ ନୁହନ୍ତି ସୁରକ୍ଷିତ। ଏନେଇ ଆଜି ବିଜେଡି ପକ୍ଷରୁ ଜୟପୁରସ୍ଥିତ DIG କାର୍ଯ୍ୟାଳୟ ଘେରାଉ କରାଯାଇଛି। ୪ ଜିଲ୍ଲାର ବିଜେଡି ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି। ବର୍ଷା ସତ୍ତ୍ବେ ବିଜେଡି ନେତା ଓ କର୍ମୀ କରିଛନ୍ତି ଆନ୍ଦୋଳନ। ମହିଳାମାନଙ୍କ ସୁରକ୍ଷା ଲାଗି ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଛି। ଗତ ୧୩ ମାସ […]

ଜୟପୁର : ରାଜ୍ୟରେ ବଢିଛି ନାରୀ ନିର୍ଯାତନା। ରାତିପାହିଲେ ଘଟିଚାଲିଛି ଦୁଷ୍କର୍ମ ଘଟଣା। ରାଜ୍ୟରେ ନାରୀ ନୁହନ୍ତି ସୁରକ୍ଷିତ। ଏନେଇ ଆଜି ବିଜେଡି ପକ୍ଷରୁ ଜୟପୁରସ୍ଥିତ DIG କାର୍ଯ୍ୟାଳୟ ଘେରାଉ କରାଯାଇଛି। ୪ ଜିଲ୍ଲାର ବିଜେଡି ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି। ବର୍ଷା ସତ୍ତ୍ବେ ବିଜେଡି ନେତା ଓ କର୍ମୀ କରିଛନ୍ତି ଆନ୍ଦୋଳନ। ମହିଳାମାନଙ୍କ ସୁରକ୍ଷା ଲାଗି ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଛି। ଗତ ୧୩ ମାସ ଧରି ରାଜ୍ୟରେ ନାରୀ ନିର୍ଯାତନା ବଢିଚାଲିଥିବାରୁ ଦଳପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ବିକ୍ଷୋଭରେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବିଧାୟକଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର