‘ପୁଷ୍ପା’ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ, ମାଡ଼ିବସିଲା ପାଡୁଆ ପୋଲିସ

The Sakala Picture
Published On

କୋରାପୁଟ: ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ବୋଲେର ଜବତ ମାଫିଆ ଫେରାର । ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ, ମାଡ଼ିବସିଲା ପାଡୁଆ ପୋଲିସ । ପାଡୁଆ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା କି, ଆନ୍ଧ୍ର ନମ୍ବରର ଏକ ବୋଲେରରେ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି ବୋଲି । ପୋଲିସ ଥାନା ନିକଟରେ ଗାଡି ସବୁ ଯାଞ୍ଚ କରୁଥିବା ବେଳେ ମାଫିଆମାନେ ନମ୍ବର ବଦଳାଇ […]

କୋରାପୁଟ: ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ବୋଲେର ଜବତ ମାଫିଆ ଫେରାର । ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ, ମାଡ଼ିବସିଲା ପାଡୁଆ ପୋଲିସ । ପାଡୁଆ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା କି, ଆନ୍ଧ୍ର ନମ୍ବରର ଏକ ବୋଲେରରେ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି ବୋଲି । ପୋଲିସ ଥାନା ନିକଟରେ ଗାଡି ସବୁ ଯାଞ୍ଚ କରୁଥିବା ବେଳେ ମାଫିଆମାନେ ନମ୍ବର ବଦଳାଇ ଓଡିଶା ନମ୍ବର ପ୍ଲେଟ ଲଗାଇ ଥାନା ଅଭିମୁଖେ ଆସୁଥିବା ଜାଣିପାରିଥିଲା ପୋଲିସ । ଗାଡିଯାଞ୍ଚ ହେଉଥିବା ଦେଖି ମାଫିଆମାନେ ଗାଡିକୁ ବିପରୀତ ଦିଗକୁ ବୁଲାଇ ଚାଟୁଆ ଅଭିମୁଖେ ଚାଲି ଯାଇଥିଲେ । ପୋଲିସ ପିଛା କରୁଥିବା ଦେଖି ମାଫିଆ ଚାଟୁଆ ଗ୍ରାମ ପୂର୍ବରୁ ଗାଡି ଛାଡି ଚମ୍ପଟ ମାରିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ମାଫିଆମାନେ ଛାଡିଯାଇଥିବା ଗାଡିକୁ ଯାଞ୍ଚ କରି କିଛି ପାଇନଥିଲା ପୋଲିସ । ପାଡୁଆ ଥାନାକୁ ଗାଡି ଆଣି ତନ ତନ ଯାଞ୍ଚ କରିବାରୁ ବୋଲେରର ଛାତରେ ସ୍ୱତନ୍ତ୍ର ଚାମ୍ବର କରି ଗଞ୍ଜେଇ ରଖା ଯାଇଥିବା ଦେଖିଥିଲା ପୋଲିସ । ଜବତ ଗାଡ଼ିରୁ ୧୦୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଗାଡିର ଚେସିସ ଇଂଜିନ ନମ୍ବରକୁ ବାହାର କରି ମୁଖ୍ୟ ମାଫିଆକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପାଡୁଆ ପୋଲିସ ।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

28 Sep 2023 By The Sakala

‘ପୁଷ୍ପା’ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ, ମାଡ଼ିବସିଲା ପାଡୁଆ ପୋଲିସ

କୋରାପୁଟ: ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ବୋଲେର ଜବତ ମାଫିଆ ଫେରାର । ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ, ମାଡ଼ିବସିଲା ପାଡୁଆ ପୋଲିସ । ପାଡୁଆ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା କି, ଆନ୍ଧ୍ର ନମ୍ବରର ଏକ ବୋଲେରରେ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି ବୋଲି । ପୋଲିସ ଥାନା ନିକଟରେ ଗାଡି ସବୁ ଯାଞ୍ଚ କରୁଥିବା ବେଳେ ମାଫିଆମାନେ ନମ୍ବର ବଦଳାଇ ଓଡିଶା ନମ୍ବର ପ୍ଲେଟ ଲଗାଇ ଥାନା ଅଭିମୁଖେ ଆସୁଥିବା ଜାଣିପାରିଥିଲା ପୋଲିସ । ଗାଡିଯାଞ୍ଚ ହେଉଥିବା ଦେଖି ମାଫିଆମାନେ ଗାଡିକୁ ବିପରୀତ ଦିଗକୁ ବୁଲାଇ ଚାଟୁଆ ଅଭିମୁଖେ ଚାଲି ଯାଇଥିଲେ । ପୋଲିସ ପିଛା କରୁଥିବା ଦେଖି ମାଫିଆ ଚାଟୁଆ ଗ୍ରାମ ପୂର୍ବରୁ ଗାଡି ଛାଡି ଚମ୍ପଟ ମାରିଥିଲେ ।

ମାଫିଆମାନେ ଛାଡିଯାଇଥିବା ଗାଡିକୁ ଯାଞ୍ଚ କରି କିଛି ପାଇନଥିଲା ପୋଲିସ । ପାଡୁଆ ଥାନାକୁ ଗାଡି ଆଣି ତନ ତନ ଯାଞ୍ଚ କରିବାରୁ ବୋଲେରର ଛାତରେ ସ୍ୱତନ୍ତ୍ର ଚାମ୍ବର କରି ଗଞ୍ଜେଇ ରଖା ଯାଇଥିବା ଦେଖିଥିଲା ପୋଲିସ । ଜବତ ଗାଡ଼ିରୁ ୧୦୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଗାଡିର ଚେସିସ ଇଂଜିନ ନମ୍ବରକୁ ବାହାର କରି ମୁଖ୍ୟ ମାଫିଆକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପାଡୁଆ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର