ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ କାନ୍ଥ ପଡି ୯ ବର୍ଷୀୟ ଛାତ୍ରର ମୃତ୍ୟୁ

The Sakala Picture
Published On

କୋରାପୁଟ: କୋରାପୁଟ ସହରର ପିଏଚଡି କଲୋନିରେ ଅଭାବନୀୟ ଘଟଣା । କାନ୍ଥ ଭୁଷୁଡି ପଡି ବାଳକର ମୃତ୍ୟୁ । ମୃତ୍ୟୁବରଣ କରିଥିବା ୯ ବର୍ଷ ବାଳକ ନାଁ ପ୍ରିୟାଂଶୁ ରାଜଭତ୍ରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମାଟି ତଳୁ ଶବକୁ ଉଧାର କରିଛି । ଆଜି ସକାଳେ ଗାଧୁଆ ଘରକୁ ଯାଇଥିବାବେଳେ କାନ୍ଥ ଭୁଷୁଡି ପଡିଥିଲା । ଦୀର୍ଘ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବର୍ଷା ପାଣିରେ ଭିଜି […]

କୋରାପୁଟ: କୋରାପୁଟ ସହରର ପିଏଚଡି କଲୋନିରେ ଅଭାବନୀୟ ଘଟଣା । କାନ୍ଥ ଭୁଷୁଡି ପଡି ବାଳକର ମୃତ୍ୟୁ । ମୃତ୍ୟୁବରଣ କରିଥିବା ୯ ବର୍ଷ ବାଳକ ନାଁ ପ୍ରିୟାଂଶୁ ରାଜଭତ୍ରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମାଟି ତଳୁ ଶବକୁ ଉଧାର କରିଛି । ଆଜି ସକାଳେ ଗାଧୁଆ ଘରକୁ ଯାଇଥିବାବେଳେ କାନ୍ଥ ଭୁଷୁଡି ପଡିଥିଲା । ଦୀର୍ଘ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବର୍ଷା ପାଣିରେ ଭିଜି କାନ୍ଥ ଭୁଷୁଡି ପଡିଛି । ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହୟାତା ଯୋଗାଇ ଦିଆଯିବ ବୋଲି ପ୍ରଶାସନପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

20 Aug 2022 By The Sakala

ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ କାନ୍ଥ ପଡି ୯ ବର୍ଷୀୟ ଛାତ୍ରର ମୃତ୍ୟୁ

କୋରାପୁଟ: କୋରାପୁଟ ସହରର ପିଏଚଡି କଲୋନିରେ ଅଭାବନୀୟ ଘଟଣା । କାନ୍ଥ ଭୁଷୁଡି ପଡି ବାଳକର ମୃତ୍ୟୁ । ମୃତ୍ୟୁବରଣ କରିଥିବା ୯ ବର୍ଷ ବାଳକ ନାଁ ପ୍ରିୟାଂଶୁ ରାଜଭତ୍ରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମାଟି ତଳୁ ଶବକୁ ଉଧାର କରିଛି । ଆଜି ସକାଳେ ଗାଧୁଆ ଘରକୁ ଯାଇଥିବାବେଳେ କାନ୍ଥ ଭୁଷୁଡି ପଡିଥିଲା । ଦୀର୍ଘ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବର୍ଷା ପାଣିରେ ଭିଜି କାନ୍ଥ ଭୁଷୁଡି ପଡିଛି । ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହୟାତା ଯୋଗାଇ ଦିଆଯିବ ବୋଲି ପ୍ରଶାସନପକ୍ଷରୁ କୁହାଯାଇଛି ।

https://www.thesakala.in/latest-odisha-news/koraput/a-9-year-old-student-died-after-a-wall-collapsed-while-preparing-to-go-to-school/article-14285
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର