ଆମେରିକା ଯିବେ କୋରାପୁଟର ଦେଶୀ ବଇଦ ହରି ପାଙ୍ଗି; ଆମେରିକା ଔଷଧ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେବେ

The Sakala Picture
Published On

କୋରାପୁଟ: କୋରାପୁଟର ଦେଶୀ ବଇଦଙ୍କୁ ଆସିଛି ଆମେରିକାରୁ ଡାକରା । କୋରାପୁଟ ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମର ଆୟୁର୍ବେଦିକ ଚିକିତ୍ସକ ତଥା ଦେଶୀ ବାଇଦ ହେଉଛନ୍ତି ହରି ପାଙ୍ଗି। ଗୁପ୍ତେଶ୍ବର ଆୟୁର୍ବେଦିକ ଚିକିତ୍ସା କରନ୍ତି ହରି ପାଙ୍ଗି । ପ୍ରତିଦିନ ଏଠାକୁ ଆସନ୍ତି ବହୁ ରୋଗୀ। ବିଭିନ୍ନ ରୋଗୀ ଏଠାରେ ଭଲ ହୋଇ ଯାଉଥିବା ସେ କହିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ଜଟିଳ ରୋଗର ଚିକିତ୍ସା ପାଇଁ ଆସୁଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେ […]

କୋରାପୁଟ: କୋରାପୁଟର ଦେଶୀ ବଇଦଙ୍କୁ ଆସିଛି ଆମେରିକାରୁ ଡାକରା । କୋରାପୁଟ ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମର ଆୟୁର୍ବେଦିକ ଚିକିତ୍ସକ ତଥା ଦେଶୀ ବାଇଦ ହେଉଛନ୍ତି ହରି ପାଙ୍ଗି। ଗୁପ୍ତେଶ୍ବର ଆୟୁର୍ବେଦିକ ଚିକିତ୍ସା କରନ୍ତି ହରି ପାଙ୍ଗି । ପ୍ରତିଦିନ ଏଠାକୁ ଆସନ୍ତି ବହୁ ରୋଗୀ। ବିଭିନ୍ନ ରୋଗୀ ଏଠାରେ ଭଲ ହୋଇ ଯାଉଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ଜଟିଳ ରୋଗର ଚିକିତ୍ସା ପାଇଁ ଆସୁଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେ ଆମେରିକା ଔଷଧ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର