ପୁଣି ଗୋରୁ ଗାଡି ଜବତ, ୨୦ଗୋରୁ ଉଦ୍ଧାର ; ମାସକରେ ଉଦ୍ଧାର ହେଲେଣି ୬୫ ଗୋରୁ

The Sakala Picture
Published On

ଖୋର୍ଦ୍ଧା: ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ପୁଲିସ ଏକ ଗୋରୁ ବୋଝେଇ କଣ୍ଟେନର ଗାଡିକୁ ଜବତ କରିଛି । ଗାଡିରେ ଥିବା ୨୦ ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର କୁ ଗିରଫ କରିଛି। ସୂଚନା ଅନସାରେ, ଗତକାଲି ବିଳମ୍ବିତ ରାତିରେ ( ଓଆର-୦୨-ବିଏଚ ୩୪୯୩)ନମ୍ବର ବିଶିଷ୍ଟ ଏକ ଗୋରୁ ବୋଝେଇ କଣ୍ଟେନର କଡବରୁ କଲିକତା ଅଭିମୁଖେ ଅଭିମୁଖେ ଯାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ଗାଡିକୁ ଚଟୁଆ ନିକଟରେ ଅଟକାଇଥିଲା […]

ଖୋର୍ଦ୍ଧା: ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ପୁଲିସ ଏକ ଗୋରୁ ବୋଝେଇ କଣ୍ଟେନର ଗାଡିକୁ ଜବତ କରିଛି । ଗାଡିରେ ଥିବା ୨୦ ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନା ଅନସାରେ, ଗତକାଲି ବିଳମ୍ବିତ ରାତିରେ ( ଓଆର-୦୨-ବିଏଚ ୩୪୯୩)ନମ୍ବର ବିଶିଷ୍ଟ ଏକ ଗୋରୁ ବୋଝେଇ କଣ୍ଟେନର କଡବରୁ କଲିକତା ଅଭିମୁଖେ ଅଭିମୁଖେ ଯାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ଗାଡିକୁ ଚଟୁଆ ନିକଟରେ ଅଟକାଇଥିଲା । ଏଥିରେ ୨୦ଗୋରୁ ଅକଥନୀୟଭାବେ ବନ୍ଧାଯାଇ ନିଆଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିଲା। ତେବେ ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ବର ସିଜୁଆଠାରେ ଥିବା ଗୋଶାଳାରେ ଛଡାଯାଇଛି। ବେଆଇନ ଗୋଚାଲାଣ ଅଭିଯୋଗରେ ପୁଲିସ ଏକ ମାମଲାରୁଜୁ କରି କଣ୍ଟେନର ଡ୍ରାଇଭରକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ପ୍ରକାଶ ଥାଉକି, ୩୦ଦିନରେ ପୁଲିସ ୪ଗୋଟି ଗୋରୁ ଗାଡି ଜବତ କରିଥିବାବେଳେ ୬୫ଗୋରୁଙ୍କୁ ଉଦ୍ଧାର କଲାଣି । ଗତ ୨୪ ତାରିଖରେ ଆଦର୍ଶଥାନା ପୁଲିସ ୧୬ନଂ ଜାତୀୟ ରାଜପଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରୁ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଥିଲା । ଗାଡିରେ ଥିବା ୩୮ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର ଭଦ୍ରକ ଧାମନଗର ର ସେକ ହାଇଦର କୁ ଗିରଫ କରିଥିଲା। ସେହିପରି ଉକ୍ତ ମାସ ୨୭ ତାରିଖରେ ବାଘମାରୀ ପୁଲିସ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଥିବାବେଳେ ଏଥୁରୁ ୪ଟି ଗୋରୁ ଉଦ୍ଧାର କରିଥିଲା। ଗାଡିର ଡ୍ରାଇଭର ବାଣପୁରର ହେମନ୍ତ ପ୍ରଧାନ(୨୮) ଏବଂ ଗୋରୁ ବେପାରୀ କେରଙ୍ଗର ଇଲିଆସ ହମମ୍ମଦ(୪୫) କୁ ପୁଲିସ ଗିରଫ କରିଥିଲା । ଏଥିସହିତ ଚଳିତମାସ ର ଗତ ୧୨ ତାରିଖ ସନ୍ଧ୍ୟାରେ ବାଘମାରୀ ପୁଲିସ ପଙ୍ଗାରସିଂହରୁ ନୟାଗଡ ଅଭିମୁଖେ ଯାଉଥିବା ଏକ ଟାଟାଏସିଇ ଗାଡିକୁ କଂଟାମଳିମ ଛକନିକଟରୁ ଜବତ କରିଥିଲା । ଏଥିରୁ ୩ଟି ଗୋରୁ ପୁଲିସ ଉଦ୍ଧାର କରିଥିଲା ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

22 Jun 2021 By The Sakala

ପୁଣି ଗୋରୁ ଗାଡି ଜବତ, ୨୦ଗୋରୁ ଉଦ୍ଧାର ; ମାସକରେ ଉଦ୍ଧାର ହେଲେଣି ୬୫ ଗୋରୁ

ଖୋର୍ଦ୍ଧା: ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ପୁଲିସ ଏକ ଗୋରୁ ବୋଝେଇ କଣ୍ଟେନର ଗାଡିକୁ ଜବତ କରିଛି । ଗାଡିରେ ଥିବା ୨୦ ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର କୁ ଗିରଫ କରିଛି।

ସୂଚନା ଅନସାରେ, ଗତକାଲି ବିଳମ୍ବିତ ରାତିରେ ( ଓଆର-୦୨-ବିଏଚ ୩୪୯୩)ନମ୍ବର ବିଶିଷ୍ଟ ଏକ ଗୋରୁ ବୋଝେଇ କଣ୍ଟେନର କଡବରୁ କଲିକତା ଅଭିମୁଖେ ଅଭିମୁଖେ ଯାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ଗାଡିକୁ ଚଟୁଆ ନିକଟରେ ଅଟକାଇଥିଲା । ଏଥିରେ ୨୦ଗୋରୁ ଅକଥନୀୟଭାବେ ବନ୍ଧାଯାଇ ନିଆଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିଲା। ତେବେ ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ବର ସିଜୁଆଠାରେ ଥିବା ଗୋଶାଳାରେ ଛଡାଯାଇଛି। ବେଆଇନ ଗୋଚାଲାଣ ଅଭିଯୋଗରେ ପୁଲିସ ଏକ ମାମଲାରୁଜୁ କରି କଣ୍ଟେନର ଡ୍ରାଇଭରକୁ ଗିରଫ କରିଛି।

ପ୍ରକାଶ ଥାଉକି, ୩୦ଦିନରେ ପୁଲିସ ୪ଗୋଟି ଗୋରୁ ଗାଡି ଜବତ କରିଥିବାବେଳେ ୬୫ଗୋରୁଙ୍କୁ ଉଦ୍ଧାର କଲାଣି । ଗତ ୨୪ ତାରିଖରେ ଆଦର୍ଶଥାନା ପୁଲିସ ୧୬ନଂ ଜାତୀୟ ରାଜପଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରୁ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଥିଲା । ଗାଡିରେ ଥିବା ୩୮ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର ଭଦ୍ରକ ଧାମନଗର ର ସେକ ହାଇଦର କୁ ଗିରଫ କରିଥିଲା। ସେହିପରି ଉକ୍ତ ମାସ ୨୭ ତାରିଖରେ ବାଘମାରୀ ପୁଲିସ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଥିବାବେଳେ ଏଥୁରୁ ୪ଟି ଗୋରୁ ଉଦ୍ଧାର କରିଥିଲା। ଗାଡିର ଡ୍ରାଇଭର ବାଣପୁରର ହେମନ୍ତ ପ୍ରଧାନ(୨୮) ଏବଂ ଗୋରୁ ବେପାରୀ କେରଙ୍ଗର ଇଲିଆସ ହମମ୍ମଦ(୪୫) କୁ ପୁଲିସ ଗିରଫ କରିଥିଲା । ଏଥିସହିତ ଚଳିତମାସ ର ଗତ ୧୨ ତାରିଖ ସନ୍ଧ୍ୟାରେ ବାଘମାରୀ ପୁଲିସ ପଙ୍ଗାରସିଂହରୁ ନୟାଗଡ ଅଭିମୁଖେ ଯାଉଥିବା ଏକ ଟାଟାଏସିଇ ଗାଡିକୁ କଂଟାମଳିମ ଛକନିକଟରୁ ଜବତ କରିଥିଲା । ଏଥିରୁ ୩ଟି ଗୋରୁ ପୁଲିସ ଉଦ୍ଧାର କରିଥିଲା ।

https://www.thesakala.in/latest-odisha-news/khordha/vehicle-seized-20-cattle-were-rescued/article-3144
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର