ବଢୁଛି ବେଆଇନ ଗୋରୁ ଚାଲାଣ: ପୁଣି ଉଦ୍ଧାର ହେଲେ ୧୨ ଗୋରୁ, ପିକଅପ ଭ୍ୟାନ ଜବତ

The Sakala Picture
Published On

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଧିନସ୍ଥ ବାଙ୍କୋଇ ଛକ ଠାରେ ଏକ ଗୋରୁବୋଝେଇ ପିକଅପ ଭ୍ୟାନରୁ ୧୨ଟି ଗୋରୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଛନ୍ତି ବାଙ୍କୋଇ ଫାଣ୍ଡି ଅଧିକାରୀ ବିନାୟକ ମନ୍ତ୍ରୀ। ଦଶପଲ୍ଲା ଠାରୁ ଜାମ୍ମୁସାହି ଯାଉଥିବା ଏହି ଗୋରୁବୋଝେଇ ଭ୍ୟାନ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇବାପରେ ବୋଲଗଡ଼ ଥାନା ଅଧିକାରୀ ବିଦିତା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପିକଅପକୁ ଫାଣ୍ଡି ଅଧିକାରୀ ସଦଳବଳେ ଜବତ କରି ଥାନକୁ ଆଣିଥିଲେ। ଗାଡିଟିର […]

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଧିନସ୍ଥ ବାଙ୍କୋଇ ଛକ ଠାରେ ଏକ ଗୋରୁବୋଝେଇ ପିକଅପ ଭ୍ୟାନରୁ ୧୨ଟି ଗୋରୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଛନ୍ତି ବାଙ୍କୋଇ ଫାଣ୍ଡି ଅଧିକାରୀ ବିନାୟକ ମନ୍ତ୍ରୀ। ଦଶପଲ୍ଲା ଠାରୁ ଜାମ୍ମୁସାହି ଯାଉଥିବା ଏହି ଗୋରୁବୋଝେଇ ଭ୍ୟାନ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇବାପରେ ବୋଲଗଡ଼ ଥାନା ଅଧିକାରୀ ବିଦିତା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପିକଅପକୁ ଫାଣ୍ଡି ଅଧିକାରୀ ସଦଳବଳେ ଜବତ କରି ଥାନକୁ ଆଣିଥିଲେ। ଗାଡିଟିର ନମ୍ବର ଓଡି-୩୩-ଏମ-୦୪୦୧ ହୋଇଥିବାବେଳେ ଏହାର ଡ୍ରାଇଭରକୁ ବୋଲଗଡ ଥାନାରେ ଅଟକ ରଖାଯାଇଛି। ଉଦ୍ଧାର ହୋଇଥିବା ଗୋରୁ ଗୁଡିକୁ ନୟାଗଡ ଜିଲ୍ଲା ଖଣ୍ଡପଡା ଅଞ୍ଚଳର ଏକ ଗୋଷାଳାକୁ ସୁରକ୍ଷିତ ଭାବେ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

30 Jan 2022 By The Sakala

ବଢୁଛି ବେଆଇନ ଗୋରୁ ଚାଲାଣ: ପୁଣି ଉଦ୍ଧାର ହେଲେ ୧୨ ଗୋରୁ, ପିକଅପ ଭ୍ୟାନ ଜବତ

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଧିନସ୍ଥ ବାଙ୍କୋଇ ଛକ ଠାରେ ଏକ ଗୋରୁବୋଝେଇ ପିକଅପ ଭ୍ୟାନରୁ ୧୨ଟି ଗୋରୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଛନ୍ତି ବାଙ୍କୋଇ ଫାଣ୍ଡି ଅଧିକାରୀ ବିନାୟକ ମନ୍ତ୍ରୀ। ଦଶପଲ୍ଲା ଠାରୁ ଜାମ୍ମୁସାହି ଯାଉଥିବା ଏହି ଗୋରୁବୋଝେଇ ଭ୍ୟାନ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇବାପରେ ବୋଲଗଡ଼ ଥାନା ଅଧିକାରୀ ବିଦିତା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପିକଅପକୁ ଫାଣ୍ଡି ଅଧିକାରୀ ସଦଳବଳେ ଜବତ କରି ଥାନକୁ ଆଣିଥିଲେ। ଗାଡିଟିର ନମ୍ବର ଓଡି-୩୩-ଏମ-୦୪୦୧ ହୋଇଥିବାବେଳେ ଏହାର ଡ୍ରାଇଭରକୁ ବୋଲଗଡ ଥାନାରେ ଅଟକ ରଖାଯାଇଛି। ଉଦ୍ଧାର ହୋଇଥିବା ଗୋରୁ ଗୁଡିକୁ ନୟାଗଡ ଜିଲ୍ଲା ଖଣ୍ଡପଡା ଅଞ୍ଚଳର ଏକ ଗୋଷାଳାକୁ ସୁରକ୍ଷିତ ଭାବେ ପଠାଇ ଦିଆଯାଇଛି।

https://www.thesakala.in/latest-odisha-news/khordha/growing-number-of-illegal-cattle-smuggling/article-8861
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର