ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ୍

The Sakala Picture
Published On

ଖୋର୍ଦ୍ଧା: ଦୀର୍ଘ ଦିନର ନୀରବତା ପରେ ପୁଣି ମାତିଲେ ଲୁଟେରା । କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲାଗାଇ ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା । ଘଟଣା ଘଟିଛି ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ବିକାଶ ଫିଲ୍ଲଂ ଷ୍ଟେସନରେ। ଗତକାଲି ବିଳିମ୍ବିତ ରାତିରେ ପେଟ୍ରୋଲ ପମ୍ପ କର୍ମଚାରୀ ମାନେ  ହିସାବ ପତ୍ର କରୁଥିବା ସମୟରେ ତିନି ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି କର୍ମଚାରୀ ମ୍ୟାନେଜରଙ୍କୁ ମାଉଜର ଦେଖାଇ ଭୟବିତ କରାଇଥିଲେ। ତାଙ୍କ ପାଖେ ଥିବା ଟଙ୍କା ଭର୍ତ୍ତି […]

ଖୋର୍ଦ୍ଧା: ଦୀର୍ଘ ଦିନର ନୀରବତା ପରେ ପୁଣି ମାତିଲେ ଲୁଟେରା । କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲାଗାଇ ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା । ଘଟଣା ଘଟିଛି ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ବିକାଶ ଫିଲ୍ଲଂ ଷ୍ଟେସନରେ। ଗତକାଲି ବିଳିମ୍ବିତ ରାତିରେ ପେଟ୍ରୋଲ ପମ୍ପ କର୍ମଚାରୀ ମାନେ  ହିସାବ ପତ୍ର କରୁଥିବା ସମୟରେ ତିନି ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି କର୍ମଚାରୀ ମ୍ୟାନେଜରଙ୍କୁ ମାଉଜର ଦେଖାଇ ଭୟବିତ କରାଇଥିଲେ। ତାଙ୍କ ପାଖେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଓ ଡ୍ରରୁ ଥିବା ଅର୍ଥ ସବୁ ଲୁଟି ନେଇଥିଲେ। ଦୁର୍ବୃତ୍ତ ମାନେ ମାସ୍କ ଓ ଟୋପି ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ସିସିଟିଭିରେ ଲୁଟର ସମସ୍ତ ଘଟଣା ରେକଡ ହୋଇଛି। ପେଟ୍ରୋଲ ପମ୍ପ ମାଲିକ  ଜଙ୍କିଆ ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

19 Jan 2022 By The Sakala

ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ୍

ଖୋର୍ଦ୍ଧା: ଦୀର୍ଘ ଦିନର ନୀରବତା ପରେ ପୁଣି ମାତିଲେ ଲୁଟେରା । କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲାଗାଇ ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା । ଘଟଣା ଘଟିଛି ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ବିକାଶ ଫିଲ୍ଲଂ ଷ୍ଟେସନରେ। ଗତକାଲି ବିଳିମ୍ବିତ ରାତିରେ ପେଟ୍ରୋଲ ପମ୍ପ କର୍ମଚାରୀ ମାନେ  ହିସାବ ପତ୍ର କରୁଥିବା ସମୟରେ ତିନି ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି କର୍ମଚାରୀ ମ୍ୟାନେଜରଙ୍କୁ ମାଉଜର ଦେଖାଇ ଭୟବିତ କରାଇଥିଲେ। ତାଙ୍କ ପାଖେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଓ ଡ୍ରରୁ ଥିବା ଅର୍ଥ ସବୁ ଲୁଟି ନେଇଥିଲେ। ଦୁର୍ବୃତ୍ତ ମାନେ ମାସ୍କ ଓ ଟୋପି ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ସିସିଟିଭିରେ ଲୁଟର ସମସ୍ତ ଘଟଣା ରେକଡ ହୋଇଛି। ପେଟ୍ରୋଲ ପମ୍ପ ମାଲିକ  ଜଙ୍କିଆ ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/khordha/looting-in-gunpoint-from-a-petrol-pump/article-8567
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର