ପାଣିରେ ଭାସିଯାଇ ଯୁବ ଚାଷୀଙ୍କ ମୃତ୍ଯୁ

The Sakala Picture
Published On

ଟାଙ୍ଗି: ଟାଙ୍ଗି ବ୍ଲକ ଅଧିନସ୍ଥ ନୂଆଗଡ ପଞ୍ଚାୟତ ମୋରମୋରସିଂ ଗ୍ରାମର ଜଣେ ଯୁବ ଚାଷୀ ଆଜି ସକାଳେ ବିଲକୁ ବୁଲିବାକୁ ଯାଇଥିବା ବେଳେ ପାଣିରେ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡିଛିା। ଉକ୍ତ ଯୁବ ଚାଷୀଙ୍କ ନାମ କମ୍ବେଶ୍ବର ପାଟଶାଣୀ(୨୯) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲଘୁଚାପ ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଥିବା ବେଳେ କମ୍ବେଶ୍ବର ଆଜି ସକାଳେ ଚାଷ ଜମିକୁ ବୁଲିବାକୁ ଯାଇଥିଲେ। ଚାରିଆଡେ ଜଳାର୍ଣ୍ଣବ ପାଇଁ ତାଙ୍କୁ ନାଳ କଡ଼ ରାସ୍ତାରେ ଯିବାକୁ ପଡ଼ିଥିଲା। ତେବେ […]

ଟାଙ୍ଗି: ଟାଙ୍ଗି ବ୍ଲକ ଅଧିନସ୍ଥ ନୂଆଗଡ ପଞ୍ଚାୟତ ମୋରମୋରସିଂ ଗ୍ରାମର ଜଣେ ଯୁବ ଚାଷୀ ଆଜି ସକାଳେ ବିଲକୁ ବୁଲିବାକୁ ଯାଇଥିବା ବେଳେ ପାଣିରେ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡିଛିା। ଉକ୍ତ ଯୁବ ଚାଷୀଙ୍କ ନାମ କମ୍ବେଶ୍ବର ପାଟଶାଣୀ(୨୯) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଲଘୁଚାପ ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଥିବା ବେଳେ କମ୍ବେଶ୍ବର ଆଜି ସକାଳେ ଚାଷ ଜମିକୁ ବୁଲିବାକୁ ଯାଇଥିଲେ। ଚାରିଆଡେ ଜଳାର୍ଣ୍ଣବ ପାଇଁ ତାଙ୍କୁ ନାଳ କଡ଼ ରାସ୍ତାରେ ଯିବାକୁ ପଡ଼ିଥିଲା। ତେବେ ବର୍ଷା ଅଧିକ ହେଉଥିବାରୁ ନାଳପାଣି ସମ୍ପୂର୍ଣ୍ଣ ପରିପୂର୍ଣ୍ଣ ଥିଲା। ପାଣିର ସୁଅ ମଧ୍ୟ ପ୍ରଖର ଥିଲା।  ସେ ଏହି ପାଣି ସୁଅରେ ଭାସି ଯାଇଥିଲେ। ନାଳ ପାଖରେ ଉପସ୍ଥିତ ଥିବା କିଛି ଲୋକ ଖୋଜାଖୋଜି କରି କମ୍ବେଶ୍ୱରଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ କମ୍ବେଶ୍ବରଙ୍କ ମୃତ୍ଯୁ ଘଟି ସାରିଥିଲା। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଶବ ଜବତ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛିା  ତାଙ୍କ ଅକାଳ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ।

13 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର