ବର୍ଷା ହେଲା କାଳ; ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

The Sakala Picture
Published On

ତେଲକୋଇ: ଲଗାଣ ବର୍ଷାରେ ରାସ୍ତା ଦେଖାନଯିବା ହେଲା କାଳ । ଜାତୀୟ ରାଜପଥ ୪୯ ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେଉଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଓଡ଼ି-09-2973 ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ କେନ୍ଦୁଝର ଆଡ଼କୁ ଆସୁଥିଲା। ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡିଡ଼ିହି ଠାରେ ଟ୍ରକ ଟି ପହଁଚିବାବେଳେ ବିପରୀତ […]

ତେଲକୋଇ: ଲଗାଣ ବର୍ଷାରେ ରାସ୍ତା ଦେଖାନଯିବା ହେଲା କାଳ । ଜାତୀୟ ରାଜପଥ ୪୯ ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେଉଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଓଡ଼ି-09-2973 ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ କେନ୍ଦୁଝର ଆଡ଼କୁ ଆସୁଥିଲା। ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡିଡ଼ିହି ଠାରେ ଟ୍ରକ ଟି ପହଁଚିବାବେଳେ ବିପରୀତ ଦିଗରୁ ଭୁଲ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଯାଇ କେନ୍ଦୁଝର ଆଡ଼କୁ ଆସୁଥିବା ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ସୁନୀଲ ଭାରତୀ (୨୫)ଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରଙ୍କ ଘର ବିହାର ଗୟା ଜିଲ୍ଲାର ଇମନାବାଦରେ ବୋଲି ସୂଚନା ମିଳିଛି। ବର୍ଷାରେ ରାସ୍ତା ଦେଖା ନଯିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

20 Aug 2022 By The Sakala

ବର୍ଷା ହେଲା କାଳ; ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

ତେଲକୋଇ: ଲଗାଣ ବର୍ଷାରେ ରାସ୍ତା ଦେଖାନଯିବା ହେଲା କାଳ । ଜାତୀୟ ରାଜପଥ ୪୯ ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେଉଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଓଡ଼ି-09-2973 ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ କେନ୍ଦୁଝର ଆଡ଼କୁ ଆସୁଥିଲା। ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡିଡ଼ିହି ଠାରେ ଟ୍ରକ ଟି ପହଁଚିବାବେଳେ ବିପରୀତ ଦିଗରୁ ଭୁଲ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଯାଇ କେନ୍ଦୁଝର ଆଡ଼କୁ ଆସୁଥିବା ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ସୁନୀଲ ଭାରତୀ (୨୫)ଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରଙ୍କ ଘର ବିହାର ଗୟା ଜିଲ୍ଲାର ଇମନାବାଦରେ ବୋଲି ସୂଚନା ମିଳିଛି। ବର୍ଷାରେ ରାସ୍ତା ଦେଖା ନଯିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର