ସ୍କୁଲ୍ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

The Sakala Picture
Published On

ଆନନ୍ଦପୁର/ଘଷିପୁରା: ବିଦ୍ଯାଳୟ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଅଭିଯୋଗ କରୁଛି । ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସ୍ଥାନିୟ ତୋରାଣିଆପାଳ ଗାଁର ବାସନ୍ତୀ ଜେନାଙ୍କର ଝୁଲନ୍ତା ମୃତଦେହ ଦେଖାଯାଇଥିଲା। ଏହା ଦେଖି ବିଦ୍ୟାଳୟର ଶିକ୍ଷୟିତ୍ରୀ ଘସିପୁରା ଥାନାକୁ ଖବର ଦେଇଥିଲେ । ବାସନ୍ତୀଙ୍କର ଶବ ବିଦ୍ୟାଳୟର ଭୋଜନ କେନ୍ଦ୍ରରେ ଝୁଲୁଥିବା ବେଳେ ନିକଟରେ ତାଙ୍କ […]

ଆନନ୍ଦପୁର/ଘଷିପୁରା: ବିଦ୍ଯାଳୟ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଅଭିଯୋଗ କରୁଛି । ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସ୍ଥାନିୟ ତୋରାଣିଆପାଳ ଗାଁର ବାସନ୍ତୀ ଜେନାଙ୍କର ଝୁଲନ୍ତା ମୃତଦେହ ଦେଖାଯାଇଥିଲା। ଏହା ଦେଖି ବିଦ୍ୟାଳୟର ଶିକ୍ଷୟିତ୍ରୀ ଘସିପୁରା ଥାନାକୁ ଖବର ଦେଇଥିଲେ । ବାସନ୍ତୀଙ୍କର ଶବ ବିଦ୍ୟାଳୟର ଭୋଜନ କେନ୍ଦ୍ରରେ ଝୁଲୁଥିବା ବେଳେ ନିକଟରେ ତାଙ୍କ ଛତା ଓ ଚପଲ ରଖାଯାଇଥିବା ଦେଖାଯାଇଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାସନ୍ତୀଙ୍କର ପରିବାର ଲୋକଙ୍କର କହିବା କଥା, ବାସନ୍ତୀ, ଆଜିକୁ ୧୩ ବର୍ଷ ହେଲା ବସନ୍ତପୁରା ଗାଁର ଅଶୋକ ଜେନାଙ୍କ ସହ ମିଶି ଗାଁରୁ ଫେରାର ହୋଇ ଯାଇଥିଲେ । ସେବେଠାରୁ ବାସନ୍ତୀଙ୍କର କୌଣସି ଖୋଜଖବର ମିଳୁ ନଥିଲା । କିନ୍ତୁ ଆଜି ହଠାତ୍ ସ୍କୁଲ୍ ପରିସରରୁ ତାଙ୍କର ମୃତଦେହ ମିଳିବା ଘଟଣା ସନ୍ଦେହ ସୃଷ୍ଟି କରିଛି। ବାସନ୍ତୀଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

02 Oct 2023 By The Sakala

ସ୍କୁଲ୍ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ଆନନ୍ଦପୁର/ଘଷିପୁରା: ବିଦ୍ଯାଳୟ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଅଭିଯୋଗ କରୁଛି । ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସ୍ଥାନିୟ ତୋରାଣିଆପାଳ ଗାଁର ବାସନ୍ତୀ ଜେନାଙ୍କର ଝୁଲନ୍ତା ମୃତଦେହ ଦେଖାଯାଇଥିଲା। ଏହା ଦେଖି ବିଦ୍ୟାଳୟର ଶିକ୍ଷୟିତ୍ରୀ ଘସିପୁରା ଥାନାକୁ ଖବର ଦେଇଥିଲେ । ବାସନ୍ତୀଙ୍କର ଶବ ବିଦ୍ୟାଳୟର ଭୋଜନ କେନ୍ଦ୍ରରେ ଝୁଲୁଥିବା ବେଳେ ନିକଟରେ ତାଙ୍କ ଛତା ଓ ଚପଲ ରଖାଯାଇଥିବା ଦେଖାଯାଇଛି ।

ବାସନ୍ତୀଙ୍କର ପରିବାର ଲୋକଙ୍କର କହିବା କଥା, ବାସନ୍ତୀ, ଆଜିକୁ ୧୩ ବର୍ଷ ହେଲା ବସନ୍ତପୁରା ଗାଁର ଅଶୋକ ଜେନାଙ୍କ ସହ ମିଶି ଗାଁରୁ ଫେରାର ହୋଇ ଯାଇଥିଲେ । ସେବେଠାରୁ ବାସନ୍ତୀଙ୍କର କୌଣସି ଖୋଜଖବର ମିଳୁ ନଥିଲା । କିନ୍ତୁ ଆଜି ହଠାତ୍ ସ୍କୁଲ୍ ପରିସରରୁ ତାଙ୍କର ମୃତଦେହ ମିଳିବା ଘଟଣା ସନ୍ଦେହ ସୃଷ୍ଟି କରିଛି। ବାସନ୍ତୀଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.thesakala.in/latest-odisha-news/kendujhar/the-hanging-body-of-the-woman-was-recovered-from-the-school-premises/article-25994
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର