ଟ୍ରେନ ଧକ୍କାରେ ୨ ହାତୀ ମୃତ, ୧ ଗୁରୁତର

The Sakala Picture
Published On

କେନ୍ଦୁଝର/ଆନନ୍ଦପୁର:  କେନ୍ଦୁଝରଦେଇ ଯାଇଥିବା ଜଖପୁରା ବାଂଶପାଣି ରେଳ ଲାଇନର ଟାଙ୍ଗିରିଆପାଳ ନିକଟରେ ରେଳ ଦୁର୍ଘଟଣାରେ ୨ଟି ହାତୀର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ହାତୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ସୋମବାର ରାତ୍ରୀରେ ଟାଙ୍ଗିରିଆପାଳ ଶଗଡ଼ପଟ୍ଟା ମଝିରେ ଆମ୍ବଧରା ନାଳ ନିକଟରେ ୫ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କା ଦେଇଥିଲା। ଫଳରେ ୨ଟି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଖରେ ହାତୀ ପଲରେଥିବା ଅନ୍ୟ ଏକ ହାତୀ ମଧ୍ୟ […]

କେନ୍ଦୁଝର/ଆନନ୍ଦପୁର:  କେନ୍ଦୁଝରଦେଇ ଯାଇଥିବା ଜଖପୁରା ବାଂଶପାଣି ରେଳ ଲାଇନର ଟାଙ୍ଗିରିଆପାଳ ନିକଟରେ ରେଳ ଦୁର୍ଘଟଣାରେ ୨ଟି ହାତୀର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ହାତୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ସୂଚନା ଅନୁଯାୟୀ, ସୋମବାର ରାତ୍ରୀରେ ଟାଙ୍ଗିରିଆପାଳ ଶଗଡ଼ପଟ୍ଟା ମଝିରେ ଆମ୍ବଧରା ନାଳ ନିକଟରେ ୫ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କା ଦେଇଥିଲା। ଫଳରେ ୨ଟି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଖରେ ହାତୀ ପଲରେଥିବା ଅନ୍ୟ ଏକ ହାତୀ ମଧ୍ୟ ଟ୍ରେନ ଧକ୍କାରେ ଗୋଡ଼ ଜଖମ ହୋଇ ଗୁରୁତର ଆହତ ଥିବା ସୂଚନା ମିଳିଛି। ଘଟଣାଟି ଆଜି ସକାଳୁ ଜଣାପଡିଥିଲା। ଖବରପାଇ ଘଟଣା ସ୍ଥଳରେ ବରିଷ୍ଠ ବନ ଅଧିକାରୀ ମାନେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି। ଯାତ୍ରୀବାହୀ ଟ୍ରେନ ନା ମାଲ ବାହି ଟ୍ରେନ ହାତୀ ପଲ୍ଲଙ୍କୁ ଧକ୍କା ଦେଇଛି ଜଣାପଡିନାହିଁ। ତାହା ଅନୁସନ୍ଧାନ ଚାଲିଛି।

ସୂଚନା ଯୋଗ୍ୟଯେ, ଟ୍ରେନ ଲାଇନରେ ଗତ କିଛି ମାସ ପୂର୍ବରୁ ବଂଶପାଣି ନିକଟରେ ଟ୍ରେନ ଧକ୍କାରେ ୩ ହାତୀର ମୃତ୍ୟୁ ହୋଇଥିଲା। ଏହିଭଳି ବିଭିନ୍ନ ସମୟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ହୋଇ ଆସୁଛି। ତେଣୁ ଏହା ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିିଛି।

11 Jul 2023 By The Sakala

ଟ୍ରେନ ଧକ୍କାରେ ୨ ହାତୀ ମୃତ, ୧ ଗୁରୁତର

କେନ୍ଦୁଝର/ଆନନ୍ଦପୁର:  କେନ୍ଦୁଝରଦେଇ ଯାଇଥିବା ଜଖପୁରା ବାଂଶପାଣି ରେଳ ଲାଇନର ଟାଙ୍ଗିରିଆପାଳ ନିକଟରେ ରେଳ ଦୁର୍ଘଟଣାରେ ୨ଟି ହାତୀର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ହାତୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି।

ସୂଚନା ଅନୁଯାୟୀ, ସୋମବାର ରାତ୍ରୀରେ ଟାଙ୍ଗିରିଆପାଳ ଶଗଡ଼ପଟ୍ଟା ମଝିରେ ଆମ୍ବଧରା ନାଳ ନିକଟରେ ୫ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କା ଦେଇଥିଲା। ଫଳରେ ୨ଟି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଖରେ ହାତୀ ପଲରେଥିବା ଅନ୍ୟ ଏକ ହାତୀ ମଧ୍ୟ ଟ୍ରେନ ଧକ୍କାରେ ଗୋଡ଼ ଜଖମ ହୋଇ ଗୁରୁତର ଆହତ ଥିବା ସୂଚନା ମିଳିଛି। ଘଟଣାଟି ଆଜି ସକାଳୁ ଜଣାପଡିଥିଲା। ଖବରପାଇ ଘଟଣା ସ୍ଥଳରେ ବରିଷ୍ଠ ବନ ଅଧିକାରୀ ମାନେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି। ଯାତ୍ରୀବାହୀ ଟ୍ରେନ ନା ମାଲ ବାହି ଟ୍ରେନ ହାତୀ ପଲ୍ଲଙ୍କୁ ଧକ୍କା ଦେଇଛି ଜଣାପଡିନାହିଁ। ତାହା ଅନୁସନ୍ଧାନ ଚାଲିଛି।

ସୂଚନା ଯୋଗ୍ୟଯେ, ଟ୍ରେନ ଲାଇନରେ ଗତ କିଛି ମାସ ପୂର୍ବରୁ ବଂଶପାଣି ନିକଟରେ ଟ୍ରେନ ଧକ୍କାରେ ୩ ହାତୀର ମୃତ୍ୟୁ ହୋଇଥିଲା। ଏହିଭଳି ବିଭିନ୍ନ ସମୟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ହୋଇ ଆସୁଛି। ତେଣୁ ଏହା ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର