ସ୍କୁଲରେ କଟୁରୀ ଧରି ପଶି ସମସ୍ତଙ୍କୁ ଗୋଡାଇଲା ମଦ୍ୟପ ଦୁର୍ବୃତ୍ତ, ଥାନାରେ ଅଭିଯୋଗ କଲେ ଶିକ୍ଷୟତ୍ରୀ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ସଦର ବ୍ଳକ ଜନାର୍ଦ୍ଦନପୁର ପଞ୍ଚାୟତର ଭାଲିଆଡ଼ିହି ପ୍ରାଥମିକ ବିଦ୍ୟାଳୟରେ ଆଜି ସେହି ଗାଁର ଜଣେ ମଦ୍ୟପ ଦୁର୍ବୃତ୍ତ ଏକ କଟୁରୀ ନେଇ ହଠାତ ସ୍କୁଲରେ ପଶି ସମସ୍ତଙ୍କୁ ଭୟଭିତ କରିଥିଲା । କିଛି କାରଣ ନଥାଇ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ପିଲାଙ୍କୁ ଦୌଡ଼ାଇ ଥିଲା।  ଏହି ଭିତରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ ସାମାନ୍ୟ ଆହାତ ହୋଇଥିଲେ। ଅନ୍ୟ ଜଣେ ଶିକ୍ଷୟତ୍ରୀ ଯାଇ ସଦର ଥାନାରେ ଅଭିଯୋଗ କରିଥିଲେ । ସଙ୍ଗେସଙ୍ଗେ […]

କେନ୍ଦୁଝର: କେନ୍ଦୁଝର ସଦର ବ୍ଳକ ଜନାର୍ଦ୍ଦନପୁର ପଞ୍ଚାୟତର ଭାଲିଆଡ଼ିହି ପ୍ରାଥମିକ ବିଦ୍ୟାଳୟରେ ଆଜି ସେହି ଗାଁର ଜଣେ ମଦ୍ୟପ ଦୁର୍ବୃତ୍ତ ଏକ କଟୁରୀ ନେଇ ହଠାତ ସ୍କୁଲରେ ପଶି ସମସ୍ତଙ୍କୁ ଭୟଭିତ କରିଥିଲା । କିଛି କାରଣ ନଥାଇ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ପିଲାଙ୍କୁ ଦୌଡ଼ାଇ ଥିଲା।  ଏହି ଭିତରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ ସାମାନ୍ୟ ଆହାତ ହୋଇଥିଲେ। ଅନ୍ୟ ଜଣେ ଶିକ୍ଷୟତ୍ରୀ ଯାଇ ସଦର ଥାନାରେ ଅଭିଯୋଗ କରିଥିଲେ । ସଙ୍ଗେସଙ୍ଗେ ପୁଲିସ ଗାଁରେ ପହଞ୍ଚି ଦୁର୍ବୃତ୍ତକୁ ଖୋଜାଖୋଜି କରୁଛି । ହେଲେ ଏ ବାବଦରେ କେହି ବି ମୁହଁ ଖୋଲିବାକୁ ନାରାଜ ଥିବାବେଳେ ଦୁର୍ବୃତ୍ତକୁ ବର୍ତ୍ତମାନ ସୁଦ୍ଧା ପୁସିଲ ଧରିବାକୁ ସକ୍ଷମ ହୋଇ ନାହିଁ।

13 Mar 2023 By The Sakala

ସ୍କୁଲରେ କଟୁରୀ ଧରି ପଶି ସମସ୍ତଙ୍କୁ ଗୋଡାଇଲା ମଦ୍ୟପ ଦୁର୍ବୃତ୍ତ, ଥାନାରେ ଅଭିଯୋଗ କଲେ ଶିକ୍ଷୟତ୍ରୀ

କେନ୍ଦୁଝର: କେନ୍ଦୁଝର ସଦର ବ୍ଳକ ଜନାର୍ଦ୍ଦନପୁର ପଞ୍ଚାୟତର ଭାଲିଆଡ଼ିହି ପ୍ରାଥମିକ ବିଦ୍ୟାଳୟରେ ଆଜି ସେହି ଗାଁର ଜଣେ ମଦ୍ୟପ ଦୁର୍ବୃତ୍ତ ଏକ କଟୁରୀ ନେଇ ହଠାତ ସ୍କୁଲରେ ପଶି ସମସ୍ତଙ୍କୁ ଭୟଭିତ କରିଥିଲା । କିଛି କାରଣ ନଥାଇ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ପିଲାଙ୍କୁ ଦୌଡ଼ାଇ ଥିଲା।  ଏହି ଭିତରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ ସାମାନ୍ୟ ଆହାତ ହୋଇଥିଲେ। ଅନ୍ୟ ଜଣେ ଶିକ୍ଷୟତ୍ରୀ ଯାଇ ସଦର ଥାନାରେ ଅଭିଯୋଗ କରିଥିଲେ । ସଙ୍ଗେସଙ୍ଗେ ପୁଲିସ ଗାଁରେ ପହଞ୍ଚି ଦୁର୍ବୃତ୍ତକୁ ଖୋଜାଖୋଜି କରୁଛି । ହେଲେ ଏ ବାବଦରେ କେହି ବି ମୁହଁ ଖୋଲିବାକୁ ନାରାଜ ଥିବାବେଳେ ଦୁର୍ବୃତ୍ତକୁ ବର୍ତ୍ତମାନ ସୁଦ୍ଧା ପୁସିଲ ଧରିବାକୁ ସକ୍ଷମ ହୋଇ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର