ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତୁ ହେବା ପରି ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ନିଜ ବାପ ଘରେ ଶୋଇଥିବା ବେଳେ ସ୍ୱାମୀ ବୁଧବାର ରାତି ଶୋଶୁର ଘରେ ପଶି ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା। ତେବେ ଆଜି ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଏକ ଜମି ମାଳରୁ ଜବଦ […]

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତୁ ହେବା ପରି ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ନିଜ ବାପ ଘରେ ଶୋଇଥିବା ବେଳେ ସ୍ୱାମୀ ବୁଧବାର ରାତି ଶୋଶୁର ଘରେ ପଶି ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା। ତେବେ ଆଜି ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଏକ ଜମି ମାଳରୁ ଜବଦ କରିଛି। ସିରିଗିଡା ଗ୍ରାମର ଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ନାୟକ ସାହିର ବିଶ୍ୱନାଥ ପେଣ୍ଠେଇଙ୍କ ଝିଅ ବବିତା ପେଣ୍ଠେଇକୁ(୨୪) ଭଲ ପାଇ ବିବାହ କରିଥିଲା। ସେମାନଙ୍କ ଗୋଟିଏ ତିନି ବର୍ଷ ର ପୁଅ ଓ ଦେଢ଼ ବର୍ଷର ଏକ ଝିଅକୁ ଧରି ସୁଖରେ ସଂସାର ଚାଲିଥିଲା। ଭାଗ୍ୟର ବିଡମ୍ବନା ନରୋତ୍ତମ ବାହାରେ କାମ କରେ ଏହି ସମୟରେ ବବିତାଙ୍କ ସମ୍ପର୍କ ଗାଁରେ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ୬ ତାରିଖରେ ବବିତା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ଉକ୍ତ ଯୁବକ ସାଙ୍ଗରେ କେଉଁଆଡେ ପଳାଇଥିଲା। ଦୁଇ ଦିନ ପୂର୍ବରୁ ବବିତା ଓ ତାର ପ୍ରେମିକ ଗାଁକୁ ଫେରିଥିଲେ କିନ୍ତୁ ନରୋତ୍ତମ ବବିତାକୁ ଆଉ ଗ୍ରହଣ କରିନଥିଲା। ବବିତା ନିଜ ବାପ ଘରେ ରହିଥିଲା। ଏ ଘଟଣା ପରଠାରୁ ନରୋତ୍ତମଙ୍କ ମାନସିକ ସ୍ଥିତି ଭଲ ନଥିଲା। ଗତକାଲି ରାତିରେ ନରୋତ୍ତମ ଘରୁ ଏକ ଟାଙ୍ଗିଆ ଧରି ବବିତା ଶୋଇଥିବା ଘର ଝରକା ପଟେ ପଶି ବବିତାଙ୍କ ବେକକୁ ଟାଙ୍ଗୀଆରେ ହାଣି ପକାଇଥିଲା। ଏକଥା ଦେଖି ଶାଶୁ ଗୋମତୀ ପେଣ୍ଠେଇ ବିରୋଧ କରିଥିଲେ କିନ୍ତୁ ଅଭିଯୁକ୍ତ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ନରୋତ୍ତମ ଘରେ ଥିବା ବେଳେ ପୁଲିସ ଆଜି ଗିରଫ କରିଛି। ପୁଲିସ ପକ୍ଷରୁ ୭୫/୨୨ରେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ ପଚରା ଉଚରାଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

11 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର