କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଛପର, ଗଛ ପଡି ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପୁରା ପରିବାର

The Sakala Picture
Published On

ତୁରୁମୁଙ୍ଗା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ରାଇପୁର ଗ୍ରାମର ଭରତ ମହାନ୍ତଙ୍କ ଘର ଉପରେ ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡି ଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଘର ଭିତରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତ॥ ସେହିପରି ଉଦୟପୁର ଗ୍ରାମର ଗୋପାଳ ସାହିରେ ରଙ୍ଗଲତା ମହାନ୍ତଙ୍କ ୩ ବଖରା ଘରର ଆଜବେଷ୍ଟସ୍ ଛପର ଉଡିଯାଇଛି। ଏଥି ସହ ଉଦୟପୁର ଗ୍ରାମର ଅନନ୍ତ […]

ତୁରୁମୁଙ୍ଗା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ରାଇପୁର ଗ୍ରାମର ଭରତ ମହାନ୍ତଙ୍କ ଘର ଉପରେ ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡି ଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଘର ଭିତରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତ॥

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସେହିପରି ଉଦୟପୁର ଗ୍ରାମର ଗୋପାଳ ସାହିରେ ରଙ୍ଗଲତା ମହାନ୍ତଙ୍କ ୩ ବଖରା ଘରର ଆଜବେଷ୍ଟସ୍ ଛପର ଉଡିଯାଇଛି। ଏଥି ସହ ଉଦୟପୁର ଗ୍ରାମର ଅନନ୍ତ ମାଟିଆଙ୍କ ଘର ଉପରେ ମଧ୍ୟ ଏକ ବିରାଟ ଆମ୍ବ ଗଛ ପଡିଯିବାରୁ ୨ ବଖରା ଘର ଭାଙ୍ଗି ଯାଇଛି। ଖବର ପାଇ ଘଟଣା ସ୍ଥଳରେ ଉଦୟପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଦ୍ବିବେଦୀ ଏବଂ ଉଦୟପୁର ସରପଞ୍ଚ ଲଳିତା ନାଏକ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି। ସମସ୍ତ କ୍ଷତିଗ୍ରସ୍ତ ଗରିବ ଶ୍ରେଣୀର ହୋଇଥିବା ଖୁବ ଶୀଘ୍ର ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ରାଜସ୍ୱ ବିଭାଗ ପକ୍ଷରୁ ପ୍ରାଥମିକ ଅବସ୍ଥାରେ ପଲିଥିନ ଯୋଗାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

05 Apr 2022 By The Sakala

କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଛପର, ଗଛ ପଡି ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପୁରା ପରିବାର

ତୁରୁମୁଙ୍ଗା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ରାଇପୁର ଗ୍ରାମର ଭରତ ମହାନ୍ତଙ୍କ ଘର ଉପରେ ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡି ଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଘର ଭିତରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତ॥

ସେହିପରି ଉଦୟପୁର ଗ୍ରାମର ଗୋପାଳ ସାହିରେ ରଙ୍ଗଲତା ମହାନ୍ତଙ୍କ ୩ ବଖରା ଘରର ଆଜବେଷ୍ଟସ୍ ଛପର ଉଡିଯାଇଛି। ଏଥି ସହ ଉଦୟପୁର ଗ୍ରାମର ଅନନ୍ତ ମାଟିଆଙ୍କ ଘର ଉପରେ ମଧ୍ୟ ଏକ ବିରାଟ ଆମ୍ବ ଗଛ ପଡିଯିବାରୁ ୨ ବଖରା ଘର ଭାଙ୍ଗି ଯାଇଛି। ଖବର ପାଇ ଘଟଣା ସ୍ଥଳରେ ଉଦୟପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଦ୍ବିବେଦୀ ଏବଂ ଉଦୟପୁର ସରପଞ୍ଚ ଲଳିତା ନାଏକ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି। ସମସ୍ତ କ୍ଷତିଗ୍ରସ୍ତ ଗରିବ ଶ୍ରେଣୀର ହୋଇଥିବା ଖୁବ ଶୀଘ୍ର ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ରାଜସ୍ୱ ବିଭାଗ ପକ୍ଷରୁ ପ୍ରାଥମିକ ଅବସ୍ଥାରେ ପଲିଥିନ ଯୋଗାଇ ଦିଆଯାଇଛି।

https://www.thesakala.in/latest-odisha-news/kendujhar/the-effects-of-thunderstorms/article-10535
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର