ମେଡିକାଲ ପରିସର ଡ୍ରେନରୁ ଉଦ୍ଧାର ହେଲା ଶିଶୁକନ୍ୟା

The Sakala Picture
Published On

କେନ୍ଦୁଝର: ପୁଣି ଅଲୋଡା ହେଲା ଶିଶୁକନ୍ଯା । କେନ୍ଦୁଝର ଜିଲ୍ଲା ମେଡିକାଲ ପରିସର ଆହାର କେନ୍ଦ୍ର ନିକଟ ଡ୍ରେନରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ଶିଶୁ କନ୍ୟାକୁ ଡାକ୍ତରଖାନାର ଏସ.ଏନ.ସି.ୟୁରେ ଭର୍ତି କରାଯାଇଥିବା ଜଣା ପଡ଼ିଛି । ରବିବାର ମହିଳା ଶିଶୁ ବିଭାଗକୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଆହାର କେନ୍ଦ୍ର ନିକଟ ଡ୍ରେନକୁ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ଶିଶୁର କାନ୍ଦ ଶୁଣି ଡାକ୍ତରଖାନା କର୍ମଚାରୀଙ୍କୁ ସୁଚନା ଦେଇଥିଲେ। ପରେ ସମସ୍ତେ ମିଶି […]

କେନ୍ଦୁଝର: ପୁଣି ଅଲୋଡା ହେଲା ଶିଶୁକନ୍ଯା । କେନ୍ଦୁଝର ଜିଲ୍ଲା ମେଡିକାଲ ପରିସର ଆହାର କେନ୍ଦ୍ର ନିକଟ ଡ୍ରେନରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ଶିଶୁ କନ୍ୟାକୁ ଡାକ୍ତରଖାନାର ଏସ.ଏନ.ସି.ୟୁରେ ଭର୍ତି କରାଯାଇଥିବା ଜଣା ପଡ଼ିଛି । ରବିବାର ମହିଳା ଶିଶୁ ବିଭାଗକୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଆହାର କେନ୍ଦ୍ର ନିକଟ ଡ୍ରେନକୁ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ଶିଶୁର କାନ୍ଦ ଶୁଣି ଡାକ୍ତରଖାନା କର୍ମଚାରୀଙ୍କୁ ସୁଚନା ଦେଇଥିଲେ। ପରେ ସମସ୍ତେ ମିଶି ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର