ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ

The Sakala Picture
Published On

ପଟ୍ଟାମୁଣ୍ଡାଇ : ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ଧରିଛି ଭିଜିଲାନ୍ସ ଟିମ୍‌। ମିଳିଥିବା ସୂୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହାକୁ ନେଇ […]

ପଟ୍ଟାମୁଣ୍ଡାଇ : ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ଧରିଛି ଭିଜିଲାନ୍ସ ଟିମ୍‌।

ମିଳିଥିବା ସୂୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଆଜି ଅଭିଯୋଗକାରୀ ଜଣଙ୍କ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା। ଅଭିଯୁକ୍ତ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ।

ଏଥି ସହିତ ଆୟ ବର୍ହିଭୂତ ସମ୍ପତ୍ତି ସନ୍ଦେହରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କର ଦୁଇଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢଉ କରିଛି। ଏହି ଚଢାଉରେ କେନ୍ଦ୍ରାପଡା ଓ କଟକ ଭିଜିଲାନ୍ସର ଦୁଇଟି ଟିମ୍‌ ସାମିଲ ରହିଛନ୍ତି।

29 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର