ମାଓବାଦୀଙ୍କ ବର୍ବର କାଣ୍ଡ: ଘରୁ ଡାକି ନେଇ ଗାଁ ଦାଣ୍ଡରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ଲାଲ ବାହିନୀ

The Sakala Picture
Published On

କନ୍ଧମାଳ: ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବର କାଣ୍ଡ । ଯୁବକଙ୍କୁ ଘରୁ ଡାକି ନେଇ ଗାଁ ଦାଣ୍ଡରେ ଗଳା କାଟି ହତ୍ୟା କଲେ ଲାଲ ବାହିନୀ । ଏଭଳି ଅଭବାନୀୟ ଘଟଣା ଘଟିଛି ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଅଞ୍ଚଳକେ। ମୃତକ ହେଲେ ସେହି ଗାଁର ଅଖିଳ ମାଝୀ । ଗତାକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଅଖିଳଙ୍କୁ ଘରୁ ଡାକି ନେଇ ହତ୍ୟା କରି ଦାଣ୍ଡରେ ପକାଇ ଚାଲିଯାଇଥିଲେ । ଗତକିଛି ଦିନ […]

କନ୍ଧମାଳ: ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବର କାଣ୍ଡ । ଯୁବକଙ୍କୁ ଘରୁ ଡାକି ନେଇ ଗାଁ ଦାଣ୍ଡରେ ଗଳା କାଟି ହତ୍ୟା କଲେ ଲାଲ ବାହିନୀ । ଏଭଳି ଅଭବାନୀୟ ଘଟଣା ଘଟିଛି ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଅଞ୍ଚଳକେ। ମୃତକ ହେଲେ ସେହି ଗାଁର ଅଖିଳ ମାଝୀ । ଗତାକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଅଖିଳଙ୍କୁ ଘରୁ ଡାକି ନେଇ ହତ୍ୟା କରି ଦାଣ୍ଡରେ ପକାଇ ଚାଲିଯାଇଥିଲେ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଗତକିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବଢିଥିବା ଜଣାପଡ଼ିଛି । ବାରମ୍ବାର ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଜାରି କରୁଛି ଲାଲ ବାହିନୀ । ମାଓ ହିଂସା ପରେ ଏବେ ସ୍ଥାନୀୟ ଲୋକ ଆତଙ୍କୀତ ଅବସ୍ଥାରେ ଅଛନ୍ତି । ସେପଟେ ମାଓ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଦେଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

15 Feb 2022 By The Sakala

ମାଓବାଦୀଙ୍କ ବର୍ବର କାଣ୍ଡ: ଘରୁ ଡାକି ନେଇ ଗାଁ ଦାଣ୍ଡରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ଲାଲ ବାହିନୀ

କନ୍ଧମାଳ: ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବର କାଣ୍ଡ । ଯୁବକଙ୍କୁ ଘରୁ ଡାକି ନେଇ ଗାଁ ଦାଣ୍ଡରେ ଗଳା କାଟି ହତ୍ୟା କଲେ ଲାଲ ବାହିନୀ । ଏଭଳି ଅଭବାନୀୟ ଘଟଣା ଘଟିଛି ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଅଞ୍ଚଳକେ। ମୃତକ ହେଲେ ସେହି ଗାଁର ଅଖିଳ ମାଝୀ । ଗତାକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଅଖିଳଙ୍କୁ ଘରୁ ଡାକି ନେଇ ହତ୍ୟା କରି ଦାଣ୍ଡରେ ପକାଇ ଚାଲିଯାଇଥିଲେ ।

ଗତକିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବଢିଥିବା ଜଣାପଡ଼ିଛି । ବାରମ୍ବାର ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଜାରି କରୁଛି ଲାଲ ବାହିନୀ । ମାଓ ହିଂସା ପରେ ଏବେ ସ୍ଥାନୀୟ ଲୋକ ଆତଙ୍କୀତ ଅବସ୍ଥାରେ ଅଛନ୍ତି । ସେପଟେ ମାଓ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଦେଇଛି ।

https://www.thesakala.in/latest-odisha-news/kandhamal/murder-by-mao-in-kandhamal/article-9278
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର