ଛତିଶଗଡ଼ର ମାଓବାଦୀ ଓଡ଼ିଶା ପୁଲିସ ପାଖରେ କଲେ ଆତ୍ମସମର୍ପଣ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଏସପିଙ୍କ ନିକଟରେ ବାସଦାରା ଘୁମୁସର ନାଗାବଳୀ ଡିଭିଜନର ମାଓ କ୍ୟାଡର ରାହୁଲ ମୂଷାକି(ପିଣ୍ଟୁ)  ଆତ୍ମ ସମର୍ପଣ କରିିଛନ୍ତି। ରାହୁଲ ମୂଷାକି ଘର ଛତିଶଗଡ଼ର ସୁକୁମା ଜିଲ୍ଲାର କଣ୍ଟା ଥାନା ଅନ୍ତର୍ଗତ ଯେଜରୁଗୁଣ୍ଡା ପଞ୍ଚାୟତରେ। ସେ ୨୦୧୫ ମସିହରୁ ମାଓ ସଂଗଠନରେ ଜଡ଼ିତ ବିବିନ୍ନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଥିଲା। ୨୦୧୭ ରୁ ଜିଲ୍ଲାର ବିଭିନ୍ନ ହିଂସାରେ ସାମିଲ ଥିବା ସୂଚନା ଦେଇଛନ୍ତି ଏସ ପି ବିନିତ୍ ଅଗ୍ରୱାଲ। ଓଡ଼ିଶାରେ ମାଓ ପ୍ରଭାବକୁ ଆହୁରି […]

ଫୁଲବାଣୀ: କନ୍ଧମାଳ ଏସପିଙ୍କ ନିକଟରେ ବାସଦାରା ଘୁମୁସର ନାଗାବଳୀ ଡିଭିଜନର ମାଓ କ୍ୟାଡର ରାହୁଲ ମୂଷାକି(ପିଣ୍ଟୁ)  ଆତ୍ମ ସମର୍ପଣ କରିିଛନ୍ତି। ରାହୁଲ ମୂଷାକି ଘର ଛତିଶଗଡ଼ର ସୁକୁମା ଜିଲ୍ଲାର କଣ୍ଟା ଥାନା ଅନ୍ତର୍ଗତ ଯେଜରୁଗୁଣ୍ଡା ପଞ୍ଚାୟତରେ। ସେ ୨୦୧୫ ମସିହରୁ ମାଓ ସଂଗଠନରେ ଜଡ଼ିତ ବିବିନ୍ନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଥିଲା। ୨୦୧୭ ରୁ ଜିଲ୍ଲାର ବିଭିନ୍ନ ହିଂସାରେ ସାମିଲ ଥିବା ସୂଚନା ଦେଇଛନ୍ତି ଏସ ପି ବିନିତ୍ ଅଗ୍ରୱାଲ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଓଡ଼ିଶାରେ ମାଓ ପ୍ରଭାବକୁ ଆହୁରି ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ ଜଣାଇଛନ୍ତି। ସେଥିପାଇଁ ଆକର୍ଷଣୀୟ ପ୍ୟାକେଜ୍ ରହିଛି ଓ ଏହା ବି ଦେଶରେ ଶ୍ରେଷ୍ଠ। ଅନ୍ୟଥା ସେମାନେ ଯଦି ହିଂସା ଆଚରଣ କରନ୍ତି, ତେବେ ସରକାର ଦମନ କରିବାକୁ ପଛଘୁଞ୍ଚା ଦେବେ ନାହିଁ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

10 Oct 2021 By The Sakala

ଛତିଶଗଡ଼ର ମାଓବାଦୀ ଓଡ଼ିଶା ପୁଲିସ ପାଖରେ କଲେ ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ଏସପିଙ୍କ ନିକଟରେ ବାସଦାରା ଘୁମୁସର ନାଗାବଳୀ ଡିଭିଜନର ମାଓ କ୍ୟାଡର ରାହୁଲ ମୂଷାକି(ପିଣ୍ଟୁ)  ଆତ୍ମ ସମର୍ପଣ କରିିଛନ୍ତି। ରାହୁଲ ମୂଷାକି ଘର ଛତିଶଗଡ଼ର ସୁକୁମା ଜିଲ୍ଲାର କଣ୍ଟା ଥାନା ଅନ୍ତର୍ଗତ ଯେଜରୁଗୁଣ୍ଡା ପଞ୍ଚାୟତରେ। ସେ ୨୦୧୫ ମସିହରୁ ମାଓ ସଂଗଠନରେ ଜଡ଼ିତ ବିବିନ୍ନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଥିଲା। ୨୦୧୭ ରୁ ଜିଲ୍ଲାର ବିଭିନ୍ନ ହିଂସାରେ ସାମିଲ ଥିବା ସୂଚନା ଦେଇଛନ୍ତି ଏସ ପି ବିନିତ୍ ଅଗ୍ରୱାଲ।

ଓଡ଼ିଶାରେ ମାଓ ପ୍ରଭାବକୁ ଆହୁରି ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ ଜଣାଇଛନ୍ତି। ସେଥିପାଇଁ ଆକର୍ଷଣୀୟ ପ୍ୟାକେଜ୍ ରହିଛି ଓ ଏହା ବି ଦେଶରେ ଶ୍ରେଷ୍ଠ। ଅନ୍ୟଥା ସେମାନେ ଯଦି ହିଂସା ଆଚରଣ କରନ୍ତି, ତେବେ ସରକାର ଦମନ କରିବାକୁ ପଛଘୁଞ୍ଚା ଦେବେ ନାହିଁ ।

https://www.thesakala.in/latest-odisha-news/kandhamal/chhattisgarh-maoists-surrender-to-odisha-police/article-5997
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର