ବାଇକ ଶିଖିବାକୁ ଯାଇ ଦୁର୍ଘଟଣା: ୧ ମୃତ, ୨ ଆହତ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଡାରି ଠାରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚଲା ଶିଖିବାକୁ ଯାଇଥିବା ବେଳେ  ଦୁର୍ଘଟଣା ହୋଇଛି। ଏହି ବାଇକ ଚଲା ଶିଖୁଥିବା ବେଳେ ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ଘଟିଛି। ୨ ଜଣ ଆହତ ଓ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଫୁଲବାଣୀ ଅମଲାପଡ଼ାର ଡି. ଆଦର୍ଶ କୁମାର । ଗୁରୁତର ଥିବା ଫୁଲବାଣୀ ସାହିର ଦେବାଶିଷ ପରିଡା ଓ ଆଉ ଜଣେ ସାମାନ୍ୟ […]

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଡାରି ଠାରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚଲା ଶିଖିବାକୁ ଯାଇଥିବା ବେଳେ  ଦୁର୍ଘଟଣା ହୋଇଛି। ଏହି ବାଇକ ଚଲା ଶିଖୁଥିବା ବେଳେ ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ଘଟିଛି। ୨ ଜଣ ଆହତ ଓ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଫୁଲବାଣୀ ଅମଲାପଡ଼ାର ଡି. ଆଦର୍ଶ କୁମାର । ଗୁରୁତର ଥିବା ଫୁଲବାଣୀ ସାହିର ଦେବାଶିଷ ପରିଡା ଓ ଆଉ ଜଣେ ସାମାନ୍ୟ ଆହତ ହୋଇଥିବା ପ୍ରକୃତି ବିହାରର ଦେବିଦତ୍ତ ଚୌଧୁରୀ ।  ସମସ୍ତଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଖବର ପାଇ ଘଟଣା ସ୍ଥାନରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

05 Oct 2021 By The Sakala

ବାଇକ ଶିଖିବାକୁ ଯାଇ ଦୁର୍ଘଟଣା: ୧ ମୃତ, ୨ ଆହତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଡାରି ଠାରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚଲା ଶିଖିବାକୁ ଯାଇଥିବା ବେଳେ  ଦୁର୍ଘଟଣା ହୋଇଛି। ଏହି ବାଇକ ଚଲା ଶିଖୁଥିବା ବେଳେ ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ଘଟିଛି। ୨ ଜଣ ଆହତ ଓ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଫୁଲବାଣୀ ଅମଲାପଡ଼ାର ଡି. ଆଦର୍ଶ କୁମାର । ଗୁରୁତର ଥିବା ଫୁଲବାଣୀ ସାହିର ଦେବାଶିଷ ପରିଡା ଓ ଆଉ ଜଣେ ସାମାନ୍ୟ ଆହତ ହୋଇଥିବା ପ୍ରକୃତି ବିହାରର ଦେବିଦତ୍ତ ଚୌଧୁରୀ ।  ସମସ୍ତଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଖବର ପାଇ ଘଟଣା ସ୍ଥାନରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

https://www.thesakala.in/latest-odisha-news/kandhamal/accident-while-trying-to-learn-for-bike-riding/article-5881
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର