ଆକାଶରୁ ଖସିଲା ମୃତ୍ଯୁ: ବଜ୍ରାଘାତରେ ୧୧ ଗୋରୁ ମୃତ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଶିପଡ଼ା ପଞ୍ଚାୟତର ମାଝି ପଦର ଗ୍ରାମରେ  ଅଭାବନୀୟ ଘଟଣା ଘଟିଛି। ବଜ୍ରାଘାତରେ ୧୧ ଗୋରୁଙ୍କ ମୃତ୍ଯୁ ଘଟିଛି। ବିଲରେ ଚରୁ ଥିବା ସମୟରେ ଏହି  ୧୧ ଗୋରୁ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ୧୧ ଗୋରୁଙ୍କ ମୃତ୍ଯୁ ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର