ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଭିଜିଲାନ୍ସ ଜାଲରେ ମୁଖ୍ଯ କିରାଣୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ଜିପିଏଫ ଟଙ୍କା କରାଇବା ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳମପୁର ବ୍ଳକ ଶିକ୍ଷା ବିଭାଗର ମୁଖ୍ଯ କିରାଣି ଯୁଧିଷ୍ଠିର ହରିଜନ। ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭବାନୀପାଟଣା ଭିଜିଲାନ୍ସ ବିଭାଗ । ଅବସରପ୍ରାପ୍ତ ଶିକ୍ଷକଙ୍କ ଜିପିଏଫ ଟଙ୍କା କରାଇଦେବା ପାଇଁ ନେଉଥିଲେ ଲାଞ୍ଚ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

24 Jun 2022 By The Sakala

ଭିଜିଲାନ୍ସ ଜାଲରେ ମୁଖ୍ଯ କିରାଣୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ଜିପିଏଫ ଟଙ୍କା କରାଇବା ପାଇଁ ନେଉଥିଲେ ଲାଞ୍ଚ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳମପୁର ବ୍ଳକ ଶିକ୍ଷା ବିଭାଗର ମୁଖ୍ଯ କିରାଣି ଯୁଧିଷ୍ଠିର ହରିଜନ। ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭବାନୀପାଟଣା ଭିଜିଲାନ୍ସ ବିଭାଗ । ଅବସରପ୍ରାପ୍ତ ଶିକ୍ଷକଙ୍କ ଜିପିଏଫ ଟଙ୍କା କରାଇଦେବା ପାଇଁ ନେଉଥିଲେ ଲାଞ୍ଚ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର