ପ୍ରେମରେ ମିଳିଲା ଧୋକା; ହ୍ବାଟସ୍‌ ଆପ୍‌ରେ ଦୁଃଖ ଇମୋଜିର ଷ୍ଟାଟସ୍ ରଖି ଆତ୍ମହତ୍ୟା କଲେ ପ୍ରେମିକ

The Sakala Picture
Published On

କଳାହାଣ୍ଡି: ପ୍ରେମରୁ ଧୋକା, ଧୋକା ପରେ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡିରୁ । ପ୍ରେମରେ ଧୋକା ପାଇବା ପରେ ହ୍ବାଟ୍ସଆପରେ ଦୁଃଖଭରା ଇମୋଜିର ଷ୍ଟାଟସ୍ ଦେଇ ଆତ୍ମହତ୍ୟା କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଭାଲୁଚୁଆଁ ଗାଁର ହିମାଂଶୁ ଭଇଁସାଲ । ବେକରେ ରଶି ଲଗାଇ ଗଛରେ ଝୁଲି ପଡ଼ିଛନ୍ତି ହିମାଂଶୁ । ମୃତ୍ୟୁ ପୂର୍ବରୁ ହ୍ବାଟ୍ସଆପରେ ଦୁଃଖ ଇମୋଜି ଦେଇ ଗୋଟେ ଝିଅ ପାଇଁ ତାଙ୍କ ଜୀବନ ବରବାଦ ହୋଇଯାଇଛି ବୋଲି […]

କଳାହାଣ୍ଡି: ପ୍ରେମରୁ ଧୋକା, ଧୋକା ପରେ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡିରୁ । ପ୍ରେମରେ ଧୋକା ପାଇବା ପରେ ହ୍ବାଟ୍ସଆପରେ ଦୁଃଖଭରା ଇମୋଜିର ଷ୍ଟାଟସ୍ ଦେଇ ଆତ୍ମହତ୍ୟା କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଭାଲୁଚୁଆଁ ଗାଁର ହିମାଂଶୁ ଭଇଁସାଲ । ବେକରେ ରଶି ଲଗାଇ ଗଛରେ ଝୁଲି ପଡ଼ିଛନ୍ତି ହିମାଂଶୁ । ମୃତ୍ୟୁ ପୂର୍ବରୁ ହ୍ବାଟ୍ସଆପରେ ଦୁଃଖ ଇମୋଜି ଦେଇ ଗୋଟେ ଝିଅ ପାଇଁ ତାଙ୍କ ଜୀବନ ବରବାଦ ହୋଇଯାଇଛି ବୋଲି ଲେଖିଥିଲେ ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ସୂଚନା ଅନୂସାରେ, ହିମାଂଶୁ ଜେସିବି ଚଲାଉଥିଲେ । ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

29 Apr 2023 By The Sakala

ପ୍ରେମରେ ମିଳିଲା ଧୋକା; ହ୍ବାଟସ୍‌ ଆପ୍‌ରେ ଦୁଃଖ ଇମୋଜିର ଷ୍ଟାଟସ୍ ରଖି ଆତ୍ମହତ୍ୟା କଲେ ପ୍ରେମିକ

କଳାହାଣ୍ଡି: ପ୍ରେମରୁ ଧୋକା, ଧୋକା ପରେ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡିରୁ । ପ୍ରେମରେ ଧୋକା ପାଇବା ପରେ ହ୍ବାଟ୍ସଆପରେ ଦୁଃଖଭରା ଇମୋଜିର ଷ୍ଟାଟସ୍ ଦେଇ ଆତ୍ମହତ୍ୟା କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଭାଲୁଚୁଆଁ ଗାଁର ହିମାଂଶୁ ଭଇଁସାଲ । ବେକରେ ରଶି ଲଗାଇ ଗଛରେ ଝୁଲି ପଡ଼ିଛନ୍ତି ହିମାଂଶୁ । ମୃତ୍ୟୁ ପୂର୍ବରୁ ହ୍ବାଟ୍ସଆପରେ ଦୁଃଖ ଇମୋଜି ଦେଇ ଗୋଟେ ଝିଅ ପାଇଁ ତାଙ୍କ ଜୀବନ ବରବାଦ ହୋଇଯାଇଛି ବୋଲି ଲେଖିଥିଲେ ।

ସୂଚନା ଅନୂସାରେ, ହିମାଂଶୁ ଜେସିବି ଚଲାଉଥିଲେ । ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର