ଭିଜିଲାନ୍ସ ଜାଲରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ

The Sakala Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ଏନଏଚ ଡିଭିଜନ କାର୍ଯ୍ଯାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ଯକରୁଥିବା ସଂଯୁକ୍ତା ସିଂହାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ। ଜଣେ ଠିକାଦାରଙ୍କ ଠାରୁ ବିଲ ପାସ କରିବାପାଇଁ ୨୭ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଧରିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

20 Apr 2023 By The Sakala

ଭିଜିଲାନ୍ସ ଜାଲରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ଏନଏଚ ଡିଭିଜନ କାର୍ଯ୍ଯାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ଯକରୁଥିବା ସଂଯୁକ୍ତା ସିଂହାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ। ଜଣେ ଠିକାଦାରଙ୍କ ଠାରୁ ବିଲ ପାସ କରିବାପାଇଁ ୨୭ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର