ନଦୀରେ ଗାଧୋଉଥିବାବେଳେ ଖସିଗଲା ଗୋଡ, ପାଣିରେ ବୁଡି ଦୁଇ ଯୁବକ ମୃତ

The Sakala Picture
Published On

ଯାଜପୁର: ନଦୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଯୁବକ ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁରର ଗେଙ୍ଗୁଟି ନଦୀରେ । ମୃତକ ହେଲେ ଅମିତ ଖଣ୍ଡାଇ ଓ ମଳୟ ନାୟକ । ସୂଚନା ଅନୁସାରେ, ସଞ୍ଜୟନଗର ଅଞ୍ଚଳର ତିନିଜଣ ଯୁବକ ଗାଧୋଇବାକୁ ଗେଙ୍ଗୁଟି ନଦୀକୁ ଯାଇଥିଲେ । ମାତ୍ର ଗାଧୋଉଥିବା ସମୟରେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସିଯିବାରୁ ନଦୀରେ ବୁଡି […]

ଯାଜପୁର: ନଦୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଯୁବକ ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁରର ଗେଙ୍ଗୁଟି ନଦୀରେ । ମୃତକ ହେଲେ ଅମିତ ଖଣ୍ଡାଇ ଓ ମଳୟ ନାୟକ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ସୂଚନା ଅନୁସାରେ, ସଞ୍ଜୟନଗର ଅଞ୍ଚଳର ତିନିଜଣ ଯୁବକ ଗାଧୋଇବାକୁ ଗେଙ୍ଗୁଟି ନଦୀକୁ ଯାଇଥିଲେ । ମାତ୍ର ଗାଧୋଉଥିବା ସମୟରେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଯୁବକଙ୍କୁ ବଡ଼ଚଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

16 May 2023 By The Sakala

ନଦୀରେ ଗାଧୋଉଥିବାବେଳେ ଖସିଗଲା ଗୋଡ, ପାଣିରେ ବୁଡି ଦୁଇ ଯୁବକ ମୃତ

ଯାଜପୁର: ନଦୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଯୁବକ ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁରର ଗେଙ୍ଗୁଟି ନଦୀରେ । ମୃତକ ହେଲେ ଅମିତ ଖଣ୍ଡାଇ ଓ ମଳୟ ନାୟକ ।

ସୂଚନା ଅନୁସାରେ, ସଞ୍ଜୟନଗର ଅଞ୍ଚଳର ତିନିଜଣ ଯୁବକ ଗାଧୋଇବାକୁ ଗେଙ୍ଗୁଟି ନଦୀକୁ ଯାଇଥିଲେ । ମାତ୍ର ଗାଧୋଉଥିବା ସମୟରେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଯୁବକଙ୍କୁ ବଡ଼ଚଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର