ଚୋର ଖୋଜିବାକୁ ଯାଇଥିବା ପୁଲିସକୁ ଆକ୍ରମଣ: ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଉନ୍ମାଦ ଯୁବକ

The Sakala Picture
Published On

ଜଗତସିଂହପୁର: ଚୋର ଖୋଜିବାକୁ ଯାଇଥିବା ପୁଲିସକୁ ଆକ୍ରମଣ । ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହିର ତୋଟାସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତ କାଲି ବିଲମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ଘଣ୍ଟ, ହୁଣ୍ଡି, ପଇସା, ସୁନାରୁପା ଚୋରି ହୋଇଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ତିର୍ତ୍ତୋଲ ଥାନା ପୁଲିସ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ। […]

ଜଗତସିଂହପୁର: ଚୋର ଖୋଜିବାକୁ ଯାଇଥିବା ପୁଲିସକୁ ଆକ୍ରମଣ । ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହିର ତୋଟାସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତ କାଲି ବିଲମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ଘଣ୍ଟ, ହୁଣ୍ଡି, ପଇସା, ସୁନାରୁପା ଚୋରି ହୋଇଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ତିର୍ତ୍ତୋଲ ଥାନା ପୁଲିସ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ

ପୁଲିସ ସେଠାରେ ପହଁଚିବାପରେ ଡ୍ରଗ୍ସ ସ୍କ୍ୱାର୍ଡ ପହଞ୍ଚି ଥିଲା। ପୁଲିସ କୁକୁର ଯୁଆଡେ ଗଲା ପୁଲିସ ତା ପଛେ ପଛେ ଯାଇଥିଲା। ଏହି ସମୟରେ ଉକ୍ତ ଗ୍ରାମର ନନ୍ଦୁ ବରାଳ ଘରେ କୁକୁର ପଶିଥିଲା । ସେପଟେ କୁକୁର ନନ୍ଦୁ ଘରେ ପଶିବାରୁ ପୁଲିସ ତାଙ୍କ କବାଟ ବାଡେଇଲା ଘରୁ ନନ୍ଦୁ କରୋନା ହୋଇଥିବା କହି ପ୍ରଥମେ କବାଟ ଖୋଲି ନଥିଲେ । ପରେ କବାଟ ଖୋଲିବା ସହ ପୁଲିସ ବେକରେ ଖଣ୍ଡା ଲଗାଇଥିଲେ ଏବଂ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

01 Jul 2021 By The Sakala

ଚୋର ଖୋଜିବାକୁ ଯାଇଥିବା ପୁଲିସକୁ ଆକ୍ରମଣ: ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଉନ୍ମାଦ ଯୁବକ

ଜଗତସିଂହପୁର: ଚୋର ଖୋଜିବାକୁ ଯାଇଥିବା ପୁଲିସକୁ ଆକ୍ରମଣ । ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହିର ତୋଟାସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତ କାଲି ବିଲମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ଘଣ୍ଟ, ହୁଣ୍ଡି, ପଇସା, ସୁନାରୁପା ଚୋରି ହୋଇଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ତିର୍ତ୍ତୋଲ ଥାନା ପୁଲିସ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ।

ପୁଲିସ ସେଠାରେ ପହଁଚିବାପରେ ଡ୍ରଗ୍ସ ସ୍କ୍ୱାର୍ଡ ପହଞ୍ଚି ଥିଲା। ପୁଲିସ କୁକୁର ଯୁଆଡେ ଗଲା ପୁଲିସ ତା ପଛେ ପଛେ ଯାଇଥିଲା। ଏହି ସମୟରେ ଉକ୍ତ ଗ୍ରାମର ନନ୍ଦୁ ବରାଳ ଘରେ କୁକୁର ପଶିଥିଲା । ସେପଟେ କୁକୁର ନନ୍ଦୁ ଘରେ ପଶିବାରୁ ପୁଲିସ ତାଙ୍କ କବାଟ ବାଡେଇଲା ଘରୁ ନନ୍ଦୁ କରୋନା ହୋଇଥିବା କହି ପ୍ରଥମେ କବାଟ ଖୋଲି ନଥିଲେ । ପରେ କବାଟ ଖୋଲିବା ସହ ପୁଲିସ ବେକରେ ଖଣ୍ଡା ଲଗାଇଥିଲେ ଏବଂ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର