ପୁଣି ଜୀବନ ହାରିଲେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବ ଚାଷୀ

The Sakala Picture
Published On

ଜଗତସିଂହପୁର: ପୁଣି ଜୀବନ ହାରିଲେ ଚାଷୀ।  ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତଅଁରା ବିଲସାହିରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବ ଚାଷୀଙ୍କ ନାଁ ଅଶୋକ ପରିଡା । ସେ ଚାଷ ପାଇଁ ତିନି ଲକ୍ଷ ଟଙ୍କା ଋଣ କରିଥିଲେ। ଅଦିନିଆ ଲଘୁଚାପଜନିତ ବର୍ଷାରେ ତାଙ୍କର ୭ ଏକର ଧାନ ସବୁ ନଷ୍ଟ ହୋଇଯାଇଛି। ଫସଲ କ୍ଷତି ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

08 Jan 2025 By The Sakala

ପୁଣି ଜୀବନ ହାରିଲେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବ ଚାଷୀ

ଜଗତସିଂହପୁର: ପୁଣି ଜୀବନ ହାରିଲେ ଚାଷୀ।  ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତଅଁରା ବିଲସାହିରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବ ଚାଷୀଙ୍କ ନାଁ ଅଶୋକ ପରିଡା । ସେ ଚାଷ ପାଇଁ ତିନି ଲକ୍ଷ ଟଙ୍କା ଋଣ କରିଥିଲେ। ଅଦିନିଆ ଲଘୁଚାପଜନିତ ବର୍ଷାରେ ତାଙ୍କର ୭ ଏକର ଧାନ ସବୁ ନଷ୍ଟ ହୋଇଯାଇଛି। ଫସଲ କ୍ଷତି ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

https://www.thesakala.in/latest-odisha-news/jagatsinghpur/another-young-farmer-from-jagatsinghpur-district-loses-his-life/article-37841
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର