ଦଶ ତୁଠ ବେଳେ ଅଘଟଣ: ଦେବୀନଦୀରେ ଭାସି ୨ମୃତ, ଜଣେ ନିଖୋଜ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ୨୨ ମୌଉଜା ବରେଡ଼ିଆ ଠାରେ ଅଘଟଣ ଘଟିଯାଇଛି। ଦେବୀନଦୀରେ ଦଶ ତୁଠ ଚାଲୁଥିବା ସମୟରେ ୭ ଜଣ ନଦୀରେ ଭାସିଯାଇଥିଲେ। ପରେ ୬ ଜଣଙ୍କୁ ଉଦ୍ଧାର କରଯାଇଥିଲା ।୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତରଥିବା ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ରହିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶାମ ବାହିନୀ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖାଜି କରୁଛନ୍ତି। ଖବର ଅନୁଯାୟୀ, ଗାଡି ଦୁର୍ଘଟଣାରେ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ୨୨ ମୌଉଜା ବରେଡ଼ିଆ ଠାରେ ଅଘଟଣ ଘଟିଯାଇଛି। ଦେବୀନଦୀରେ ଦଶ ତୁଠ ଚାଲୁଥିବା ସମୟରେ ୭ ଜଣ ନଦୀରେ ଭାସିଯାଇଥିଲେ। ପରେ ୬ ଜଣଙ୍କୁ ଉଦ୍ଧାର କରଯାଇଥିଲା ।୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତରଥିବା ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ରହିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶାମ ବାହିନୀ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖାଜି କରୁଛନ୍ତି।

ଖବର ଅନୁଯାୟୀ, ଗାଡି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଯବାନ ସତ୍ୟ ପାଳଙ୍କ ନଦୀକୂଳରେ ଦଶ ତୁଠ ଚାଲିଥିଲା । ଏହି ସମୟରେ ୭ ଜଣ ବ୍ୟକ୍ତି ଭାସିଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର