ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା କାମ: ଖୁବଶୀଘ୍ର ଭୁବନେଶ୍ବରରେ ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ଯାଳୟ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ଯାଳୟ । ବିଏମସିର ନୂଆ କାର୍ଯ୍ଯାଳୟ ପାଇଁ ବିଏମସି ଟାଓ୍ୱାର ବି ପ୍ରସ୍ତୁତ ହୋଇ ସାରିଛି । ସେପଟେ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ଏନେଇ ନିଜର ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗରରେ ରହିଛି ବିଏମସିର ନୂଆ ଟାଓ୍ୱାର ଏବଂ ଓ ହବରେ ହେବାକୁ ଥିବା ଡେଲୟଟର […]

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ଯାଳୟ । ବିଏମସିର ନୂଆ କାର୍ଯ୍ଯାଳୟ ପାଇଁ ବିଏମସି ଟାଓ୍ୱାର ବି ପ୍ରସ୍ତୁତ ହୋଇ ସାରିଛି । ସେପଟେ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ଏନେଇ ନିଜର ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗରରେ ରହିଛି ବିଏମସିର ନୂଆ ଟାଓ୍ୱାର ଏବଂ ଓ ହବରେ ହେବାକୁ ଥିବା ଡେଲୟଟର କାର୍ଯ୍ଯାଳୟ ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଏହା ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ଓ ହବ୍ କାର୍ଯ୍ଯାଳୟ। ପୂର୍ବରୁ ନିବେଶକ ସମ୍ମିଳିନୀରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସହ କଥା ହୋଇଥିଲେ ଡେଲୟଟ କର୍ତ୍ତୃପକ୍ଷ । ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାର୍ଯ୍ଯ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ୫ଟି ସଚିବ । କିନ୍ତୁ ଏହା ପୂର୍ବରୁ  କାମ ଶେଷ ହୋଇଛି। ପୂରଣ ହୋଇଛି ପ୍ରତିଶ୍ରୁତି । ଡେଲୟଟ ଭଳି ଆଇଟି କମ୍ପାନୀ ଖୋଲିଲେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

07 Oct 2022 By The Sakala

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା କାମ: ଖୁବଶୀଘ୍ର ଭୁବନେଶ୍ବରରେ ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ଯାଳୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ଯାଳୟ । ବିଏମସିର ନୂଆ କାର୍ଯ୍ଯାଳୟ ପାଇଁ ବିଏମସି ଟାଓ୍ୱାର ବି ପ୍ରସ୍ତୁତ ହୋଇ ସାରିଛି । ସେପଟେ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ଏନେଇ ନିଜର ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗରରେ ରହିଛି ବିଏମସିର ନୂଆ ଟାଓ୍ୱାର ଏବଂ ଓ ହବରେ ହେବାକୁ ଥିବା ଡେଲୟଟର କାର୍ଯ୍ଯାଳୟ ।

ଏହା ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ଓ ହବ୍ କାର୍ଯ୍ଯାଳୟ। ପୂର୍ବରୁ ନିବେଶକ ସମ୍ମିଳିନୀରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସହ କଥା ହୋଇଥିଲେ ଡେଲୟଟ କର୍ତ୍ତୃପକ୍ଷ । ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାର୍ଯ୍ଯ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ୫ଟି ସଚିବ । କିନ୍ତୁ ଏହା ପୂର୍ବରୁ  କାମ ଶେଷ ହୋଇଛି। ପୂରଣ ହୋଇଛି ପ୍ରତିଶ୍ରୁତି । ଡେଲୟଟ ଭଳି ଆଇଟି କମ୍ପାନୀ ଖୋଲିଲେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର