ଦ୍ୱିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ରାଉରକେଲାରୁ ଲଢିବେ ଦିଲ୍ଲୀପ ରାୟ

The Sakala Picture
Published On

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ୨୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ….. ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି ଜଗତସିଂହପୁର- ଅମରେନ୍ଦ୍ର ଦାଶ […]

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ୨୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …..

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

  1. ଡାବୁଗାଁ- ସୋମନାଥ ପୂଜାରୀ,
  2. ରାଜନଗର- ଲଳିତ ବେହେରା
  3. ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି
  4. ଜଗତସିଂହପୁର- ଅମରେନ୍ଦ୍ର ଦାଶ
  5. କାକଟପୁର- ବାଇଧର ମଲ୍ଲିକ
  6. ରଣପୁର- ସୁରମା ପାଢ଼ୀ
  7. ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
  8. କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
  9. ଝରିଗାଁ- ନରସିଂହ ଭତ୍ରା
  10. ରାଉରକେଲାରୁ – ଦିଲ୍ଲୀପ ରାୟ
  11. ପାଟଣା- ଅଖିଲ ଚନ୍ଦ୍ର ନାୟକ
  12. ସାରସକଣା- ଭାଦବ ହାଁସଦା
  13. ରାଇରଙ୍ଗପୁର- ଜୋଲେନ ବରଦା
  14. ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
  15. ରାୟଗଡ଼ା- ବସନ୍ତ ଉଲାକା
  16. ଲକ୍ଷ୍ମୀପୁର- କୈଳାସ କୁଲେସିକା
  17. କୋଟପାଡ- ରୁପୁ ଭତ୍ରା
  18. ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
  19. ଚିତ୍ରକୋଣ୍ଡାରୁ- ଡମ୍ବରୁ ଶିଶା
  20. ମୋହନା- ପ୍ରଶାନ୍ତ ମଲ୍ଲିକ
  21. ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
16 Apr 2024 By The Sakala

ଦ୍ୱିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ରାଉରକେଲାରୁ ଲଢିବେ ଦିଲ୍ଲୀପ ରାୟ

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ୨୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …..

  1. ଡାବୁଗାଁ- ସୋମନାଥ ପୂଜାରୀ,
  2. ରାଜନଗର- ଲଳିତ ବେହେରା
  3. ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି
  4. ଜଗତସିଂହପୁର- ଅମରେନ୍ଦ୍ର ଦାଶ
  5. କାକଟପୁର- ବାଇଧର ମଲ୍ଲିକ
  6. ରଣପୁର- ସୁରମା ପାଢ଼ୀ
  7. ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
  8. କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
  9. ଝରିଗାଁ- ନରସିଂହ ଭତ୍ରା
  10. ରାଉରକେଲାରୁ – ଦିଲ୍ଲୀପ ରାୟ
  11. ପାଟଣା- ଅଖିଲ ଚନ୍ଦ୍ର ନାୟକ
  12. ସାରସକଣା- ଭାଦବ ହାଁସଦା
  13. ରାଇରଙ୍ଗପୁର- ଜୋଲେନ ବରଦା
  14. ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
  15. ରାୟଗଡ଼ା- ବସନ୍ତ ଉଲାକା
  16. ଲକ୍ଷ୍ମୀପୁର- କୈଳାସ କୁଲେସିକା
  17. କୋଟପାଡ- ରୁପୁ ଭତ୍ରା
  18. ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
  19. ଚିତ୍ରକୋଣ୍ଡାରୁ- ଡମ୍ବରୁ ଶିଶା
  20. ମୋହନା- ପ୍ରଶାନ୍ତ ମଲ୍ଲିକ
  21. ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର