ମନୋରଞ୍ଜନ
ଓଡ଼ିଶା
ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ
ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁହୁରିଗୁମା ଗାଁରେ ଗତ ୨୦୧୯ ମସିହାରେ ଅଗସ୍ତି ମାଝୀ ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କରିଥିଲା । ଏ ନେଇ ଜୟପାଟଣା ପୁଲିସ ଥାନା କେଶ ନମ୍ବର ୧୭୧ ତା ୩୦.୦୬.୨୦୧୯ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଅଗସ୍ତି ମାଝୀକୁ ଗିରଫ ସହ କୋର୍ଟ ଚାଲାଣ କରିଥିଲ । ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୨ […]
ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁହୁରିଗୁମା ଗାଁରେ ଗତ ୨୦୧୯ ମସିହାରେ ଅଗସ୍ତି ମାଝୀ ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କରିଥିଲା । ଏ ନେଇ ଜୟପାଟଣା ପୁଲିସ ଥାନା କେଶ ନମ୍ବର ୧୭୧ ତା ୩୦.୦୬.୨୦୧୯ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଅଗସ୍ତି ମାଝୀକୁ ଗିରଫ ସହ କୋର୍ଟ ଚାଲାଣ କରିଥିଲ । ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୨ ରେ ମାମଲାର ଶୁଣାଣୀ କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଅଭିଯୁକ୍ତ ଅଗସ୍ତି ମାଝୀକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ପାଇଁ ରାୟ ପ୍ରକାଶ କରିଛନ୍ତି । ଏହି ମାମଲାଟି ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ ।