ବ୍ରହ୍ମପୁରରୁ ଠାବ ହେଲା ନକଲି ମଦ ପ୍ରସ୍ତୁତ କାରଖାନା: ବିପୁଳ ପରିମାଣର ନକଲି ମଦ ଜବତ, ୪ ଗିରଫ
ବ୍ରହ୍ମପୁର: ବ୍ରାଣ୍ଡ ଅସଲି ହେଲେ ମଦ ନକଲି। ନକଲି ମଦ ପ୍ରସ୍ତୁତ ହେଉଥିବା କାରଖାନା ଠାବ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ୩ଟି ଟିମ ବ୍ରହ୍ମପୁର ପାଖାପାଖି ଲୋଚାପଡ଼ା, ଆସିକା ରୋଡ ପଦ୍ମନଗର, ଗଜପତି ନଗର ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ମଦ ବୋତଲ, ଲେବୁଲ, ଠିପି, ସ୍ପିରିଟ, କେମିକାଲ, ରଙ୍ଗ ସମେତ ଗୋଟିଏ ଅଟୋ, ଗୋଟିଏ ସ୍କୁଟି ଜବତ କରିଛନ୍ତି। […]
ବ୍ରହ୍ମପୁର: ବ୍ରାଣ୍ଡ ଅସଲି ହେଲେ ମଦ ନକଲି। ନକଲି ମଦ ପ୍ରସ୍ତୁତ ହେଉଥିବା କାରଖାନା ଠାବ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ୩ଟି ଟିମ ବ୍ରହ୍ମପୁର ପାଖାପାଖି ଲୋଚାପଡ଼ା, ଆସିକା ରୋଡ ପଦ୍ମନଗର, ଗଜପତି ନଗର ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ମଦ ବୋତଲ, ଲେବୁଲ, ଠିପି, ସ୍ପିରିଟ, କେମିକାଲ, ରଙ୍ଗ ସମେତ ଗୋଟିଏ ଅଟୋ, ଗୋଟିଏ ସ୍କୁଟି ଜବତ କରିଛନ୍ତି। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।