ତଣ୍ଡାହର ସମୁଦ୍ର କୂଳରେ ଭାସି ଆସି ଲାଗିଛି ଏକ ବିରାଟ ମେସିନ, ନ୍ୟାଭିଗେସନ ମେସିନ ହୋଇଥିବା ସନ୍ଦେହ

The Sakala Picture
Published On

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବନଖଣ୍ଡ ଅଧିନସ୍ଥ ତଣ୍ଡାହର ସମୁଦ୍ର ଉପକୂଳରେ ଗତକାଲି ରାତିରେ ଏକ ବିରାଟ ମେସିନ ସମୁଦ୍ର ଭିତରୁ ଭାସି ଆସି କୂଳରେ ଲାଗିଛି । ମେସିନଟି କ’ଣ ସଠିକ ଜଣା ପଡି ନଥିବା ବେଳେ ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି କି ତଟରଖି ବାହିନୀ ଦ୍ଵାରା ସମୁଦ୍ର ଭିତରେ ସ୍ଥାପନ କରାଯାଇଥିବା ନ୍ୟାଭିଗେସନ ମେସିନ ହୋଇଥାଇପରେ । ଘଟଣା ସ୍ଥଳକୁ ବିଭାଗୀୟ ଅଧିକାରୀ ମାନେ ଯାଉଛନ୍ତି ସେଠାରେ ପହଞ୍ଚିଲା ପରେ ମେସିନଟି କ’ଣ […]

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବନଖଣ୍ଡ ଅଧିନସ୍ଥ ତଣ୍ଡାହର ସମୁଦ୍ର ଉପକୂଳରେ ଗତକାଲି ରାତିରେ ଏକ ବିରାଟ ମେସିନ ସମୁଦ୍ର ଭିତରୁ ଭାସି ଆସି କୂଳରେ ଲାଗିଛି । ମେସିନଟି କ’ଣ ସଠିକ ଜଣା ପଡି ନଥିବା ବେଳେ ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି କି ତଟରଖି ବାହିନୀ ଦ୍ଵାରା ସମୁଦ୍ର ଭିତରେ ସ୍ଥାପନ କରାଯାଇଥିବା ନ୍ୟାଭିଗେସନ ମେସିନ ହୋଇଥାଇପରେ । ଘଟଣା ସ୍ଥଳକୁ ବିଭାଗୀୟ ଅଧିକାରୀ ମାନେ ଯାଉଛନ୍ତି ସେଠାରେ ପହଞ୍ଚିଲା ପରେ ମେସିନଟି କ’ଣ ଓ କେଉଁ କାମରେ ଲାଗେ ଏବଂ କେଉଁଠୁ ଭାସି ଆସିଛି ଜଣା ପଡିବ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

14 Jun 2022 By The Sakala

ତଣ୍ଡାହର ସମୁଦ୍ର କୂଳରେ ଭାସି ଆସି ଲାଗିଛି ଏକ ବିରାଟ ମେସିନ, ନ୍ୟାଭିଗେସନ ମେସିନ ହୋଇଥିବା ସନ୍ଦେହ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବନଖଣ୍ଡ ଅଧିନସ୍ଥ ତଣ୍ଡାହର ସମୁଦ୍ର ଉପକୂଳରେ ଗତକାଲି ରାତିରେ ଏକ ବିରାଟ ମେସିନ ସମୁଦ୍ର ଭିତରୁ ଭାସି ଆସି କୂଳରେ ଲାଗିଛି । ମେସିନଟି କ’ଣ ସଠିକ ଜଣା ପଡି ନଥିବା ବେଳେ ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି କି ତଟରଖି ବାହିନୀ ଦ୍ଵାରା ସମୁଦ୍ର ଭିତରେ ସ୍ଥାପନ କରାଯାଇଥିବା ନ୍ୟାଭିଗେସନ ମେସିନ ହୋଇଥାଇପରେ । ଘଟଣା ସ୍ଥଳକୁ ବିଭାଗୀୟ ଅଧିକାରୀ ମାନେ ଯାଉଛନ୍ତି ସେଠାରେ ପହଞ୍ଚିଲା ପରେ ମେସିନଟି କ’ଣ ଓ କେଉଁ କାମରେ ଲାଗେ ଏବଂ କେଉଁଠୁ ଭାସି ଆସିଛି ଜଣା ପଡିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର