ରାଜ୍ୟରେ କମିବ ତାତି, ଆସୁଛି ବଡ଼ ବର୍ଷା

The Sakala Picture
Published On

ଭୁବନେଶ୍ବର: ଆସୁଛି ବଡ ବର୍ଷା, ଭିଜିବ ଓଡ଼ିଶା। ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାରି ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା । ୨୦ରୁ କିଛି ସ୍ଥାନରେ ପ୍ରବଳ ବର୍ଷିବ । ୨୩ ତାରିଖ ସୁଦ୍ଧା ସାରା ଓଡିଶାକୁ ଛୁଇଁବ ମୌସୁମୀ।ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ବର୍ଷା ପ୍ରଭାବରେ କାଲିଠୁ କମିବ ତାପମାତ୍ରା । […]

ଭୁବନେଶ୍ବର: ଆସୁଛି ବଡ ବର୍ଷା, ଭିଜିବ ଓଡ଼ିଶା। ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାରି ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା । ୨୦ରୁ କିଛି ସ୍ଥାନରେ ପ୍ରବଳ ବର୍ଷିବ । ୨୩ ତାରିଖ ସୁଦ୍ଧା ସାରା ଓଡିଶାକୁ ଛୁଇଁବ ମୌସୁମୀ।ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ବର୍ଷା ପ୍ରଭାବରେ କାଲିଠୁ କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ କମିବ ପାରଦ । ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ
ବର୍ଷା ହେଲେବି ଜୁନ୍ ଶେଷଯାଏଁ ଉପକୂଳ ଓଡିଶାରେ ଲାଗିରହିବ ଗୁଳୁଗୁଳି।

18 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର