ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

The Sakala Picture
Published On

ରେଢାଖୋଲ: ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିଆରଏସ ଜଣଙ୍କ ନା  ଦିନବନ୍ଧୁ ଦାସ୍ […]

ରେଢାଖୋଲ: ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିଆରଏସ ଜଣଙ୍କ ନା  ଦିନବନ୍ଧୁ ଦାସ୍ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

23 Nov 2023 By The Sakala

ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

ରେଢାଖୋଲ: ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିଆରଏସ ଜଣଙ୍କ ନା  ଦିନବନ୍ଧୁ ଦାସ୍ ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର