ଗୋପବନ୍ଧୁ ସ୍ଵାସ୍ଥ୍ୟ ଯୋଜନାକୁ ନେଇ ବଢୁଛି ଦ୍ବନ୍ଦ୍ବ, ରାଜ୍ୟ ସରକାରଙ୍କ ନାହିଁ ସ୍ପଷ୍ଟୀ କରଣ: ବିଜେଡ଼ି

The Sakala Picture
Published On

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ୩୬ ଲକ୍ଷ ଲୋକ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଭଲ ସ୍ୱାସ୍ଥ୍ୟ ସେବା ପାଇଁ BSKY କରିଛନ୍ତି। ଯାହା ଏବେ ବି ଚାଲୁଛି। ମାଗଣା ଚିକିତ୍ସା ମିଳୁଛି। ଏବେ ତାହାର ନାଁ ପରିବର୍ତ୍ତନନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ। ଯାହା ଆରମ୍ଭ ହୋଇ ପାରିଲା ନାହିଁ। ଯଦି ଏହି ଯୋଜନାରେ […]

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ୩୬ ଲକ୍ଷ ଲୋକ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଭଲ ସ୍ୱାସ୍ଥ୍ୟ ସେବା ପାଇଁ BSKY କରିଛନ୍ତି। ଯାହା ଏବେ ବି ଚାଲୁଛି। ମାଗଣା ଚିକିତ୍ସା ମିଳୁଛି। ଏବେ ତାହାର ନାଁ ପରିବର୍ତ୍ତନନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ। ଯାହା ଆରମ୍ଭ ହୋଇ ପାରିଲା ନାହିଁ। ଯଦି ଏହି ଯୋଜନାରେ ୩୬ ଲକ୍ଷ ସାମିଲ ହେବେ। ବାକି କୁଆଡେ ଯିବେ ବୋଲି ବିଜେଡ଼ି ପ୍ରଶ୍ନ କରିଛି। BSKY ରେ ୯୫ ଲକ୍ଷରୁ ଅଧିକଲୋକେ ଉପକୃତ ହେଉଥିଲେ। ଦଳୀୟ ଭିତ୍ତିରେ ଦେବେ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ।  ଏଥିରେ ବି ରାଜନୀତି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଲୋକ ବୁଝିଲେଣି ଏ ସରକାର ନାଁ ଓ ରଙ୍ଗ ବଦଳାଇବ। ହେଲେ ସାଧାରଣ ଲୋକଙ୍କ ପାଇଁ ଯୋଜନା ନାହିଁ। ବିଜେପି ଆୟୁଷ୍ମାନ ଭାରତ ନେଇ କାନ୍ଦୁଛନ୍ତି। କ’ଣ ସୁବିଧା ଅଛି ଏଥିରେ, କଣ ଜଣାଇଲେଣି କି  ବୋଲି ବିଜେଡ଼ି ପ୍ରଶ୍ନ କରିଛି। ରୋଗୀ ପଇସା ଦେବ ନା ଖର୍ଚ୍ଚ କରିବା ପରେ ପାଇବେ ସେ ନେଇ ରାଜ୍ୟସରକାର ସ୍ପଷ୍ଟ କରିବା ଦରକାର। କିଛି ସ୍ପଷ୍ଟ ନ କରି ପ୍ରଚାର ପ୍ରସାରରେ ଲଗିଛନ୍ତି। ସରକାରୀ ଯୋଜନାକୁ ଦଳୀୟ ଯୋଜନା କରିବା ହିଁ ସେମାନଙ୍କ ଉଦ୍ଦେଶ୍ୟ। ସରକାର ଲୋକଙ୍କ ସମସ୍ୟା ବୁଝନ୍ତୁ। ରାଜନୀତି ନ କରନ୍ତୁ। ନବୀନ ପଟ୍ଟନାୟକ କଟଣ କରିଥିଲେ ଓ ଏବେ ସରକାର କଣ କରୁଛନ୍ତି। ଲୋକେ ତୁଳନା କଲେଣି। BSKY ପରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ହେଲେ ଯାଇଁ ଲୋକ ସୁବିଧା ପାଇବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

29 Oct 2024 By The Sakala

ଗୋପବନ୍ଧୁ ସ୍ଵାସ୍ଥ୍ୟ ଯୋଜନାକୁ ନେଇ ବଢୁଛି ଦ୍ବନ୍ଦ୍ବ, ରାଜ୍ୟ ସରକାରଙ୍କ ନାହିଁ ସ୍ପଷ୍ଟୀ କରଣ: ବିଜେଡ଼ି

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ୩୬ ଲକ୍ଷ ଲୋକ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଭଲ ସ୍ୱାସ୍ଥ୍ୟ ସେବା ପାଇଁ BSKY କରିଛନ୍ତି। ଯାହା ଏବେ ବି ଚାଲୁଛି। ମାଗଣା ଚିକିତ୍ସା ମିଳୁଛି। ଏବେ ତାହାର ନାଁ ପରିବର୍ତ୍ତନନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ। ଯାହା ଆରମ୍ଭ ହୋଇ ପାରିଲା ନାହିଁ। ଯଦି ଏହି ଯୋଜନାରେ ୩୬ ଲକ୍ଷ ସାମିଲ ହେବେ। ବାକି କୁଆଡେ ଯିବେ ବୋଲି ବିଜେଡ଼ି ପ୍ରଶ୍ନ କରିଛି। BSKY ରେ ୯୫ ଲକ୍ଷରୁ ଅଧିକଲୋକେ ଉପକୃତ ହେଉଥିଲେ। ଦଳୀୟ ଭିତ୍ତିରେ ଦେବେ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ।  ଏଥିରେ ବି ରାଜନୀତି।

ଲୋକ ବୁଝିଲେଣି ଏ ସରକାର ନାଁ ଓ ରଙ୍ଗ ବଦଳାଇବ। ହେଲେ ସାଧାରଣ ଲୋକଙ୍କ ପାଇଁ ଯୋଜନା ନାହିଁ। ବିଜେପି ଆୟୁଷ୍ମାନ ଭାରତ ନେଇ କାନ୍ଦୁଛନ୍ତି। କ’ଣ ସୁବିଧା ଅଛି ଏଥିରେ, କଣ ଜଣାଇଲେଣି କି  ବୋଲି ବିଜେଡ଼ି ପ୍ରଶ୍ନ କରିଛି। ରୋଗୀ ପଇସା ଦେବ ନା ଖର୍ଚ୍ଚ କରିବା ପରେ ପାଇବେ ସେ ନେଇ ରାଜ୍ୟସରକାର ସ୍ପଷ୍ଟ କରିବା ଦରକାର। କିଛି ସ୍ପଷ୍ଟ ନ କରି ପ୍ରଚାର ପ୍ରସାରରେ ଲଗିଛନ୍ତି। ସରକାରୀ ଯୋଜନାକୁ ଦଳୀୟ ଯୋଜନା କରିବା ହିଁ ସେମାନଙ୍କ ଉଦ୍ଦେଶ୍ୟ। ସରକାର ଲୋକଙ୍କ ସମସ୍ୟା ବୁଝନ୍ତୁ। ରାଜନୀତି ନ କରନ୍ତୁ। ନବୀନ ପଟ୍ଟନାୟକ କଟଣ କରିଥିଲେ ଓ ଏବେ ସରକାର କଣ କରୁଛନ୍ତି। ଲୋକେ ତୁଳନା କଲେଣି। BSKY ପରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ହେଲେ ଯାଇଁ ଲୋକ ସୁବିଧା ପାଇବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର