ମନୋରଞ୍ଜନ
ଓଡ଼ିଶା
କେସ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ପୁଲିସ ଏଏସଆଇକୁ ମାଡିବସିଲା ଭିଜିଲାନ୍ସ
ଖଲିକୋଟ: ଭିଜିଲାନ୍ସ ଜାଲରେ ପୁଲିସ୍ ଅଧିକାରୀ । ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୁଲିସ ଏଏସଆଇ । ଭେଜିପୁଟ ଫାଣ୍ଡି ଏଏସଆଇ ମାନସ କୁମାର ରାଉତ । ଜଣେ ବ୍ୟକ୍ତିଙ୍କ କେସ ପଞ୍ଜିକରଣ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ମାଡ଼ି ବସିଥିବା ଜଣାପଡ଼ିଛି।

07 Jun 2022
By The Sakala

⊕ https://www.thesakala.in/latest-odisha-news/ganjam/vigilance-raid-vegiput-fandi-police-asi/article-12250