ହୁତୁ ହୁତୁ ହୋଇ ଜଳୁଛି ଶୁଳିଆ ପାହାଡ଼

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜର ଧରାକୋଟ ବିଟର ସୁଳିଆ ପାହାଡ଼ରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ଟିଣିଟିଣିଆ ପଲ୍ଲି ନିକଟରେ ଥିବା ଥିବା ଜଙ୍ଗଲ। ନିଆଁ ପାହାଡର ପାଦ ଦେଶରୁ ଆରମ୍ଭ କରି ଉପରକୁ ପହଞ୍ଚିଥିବା ଜଣାପଡ଼ିଛି। ରାତି ସାରା ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି। ସେହିପରି ସଡଙ୍ଗୀ ପଲ୍ଲି ବିଟର ମଲିଝର ନିକଟରେ ଥିବା ପାହାଡ଼ରେ ବି ନିଆଁ ଲାଗିଛି । ତେଣୁ ଆସିକା […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜର ଧରାକୋଟ ବିଟର ସୁଳିଆ ପାହାଡ଼ରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ଟିଣିଟିଣିଆ ପଲ୍ଲି ନିକଟରେ ଥିବା ଥିବା ଜଙ୍ଗଲ। ନିଆଁ ପାହାଡର ପାଦ ଦେଶରୁ ଆରମ୍ଭ କରି ଉପରକୁ ପହଞ୍ଚିଥିବା ଜଣାପଡ଼ିଛି। ରାତି ସାରା ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସେହିପରି ସଡଙ୍ଗୀ ପଲ୍ଲି ବିଟର ମଲିଝର ନିକଟରେ ଥିବା ପାହାଡ଼ରେ ବି ନିଆଁ ଲାଗିଛି । ତେଣୁ ଆସିକା ରେଞ୍ଜର ଦୁଇ ଦୁଇଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବନ କର୍ମଚାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଚାରୋଟି ଟିମ ଗଠନ କରି ଦିନ ରାତି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଘଞ୍ଚ ପାହାଡ଼ ହୋଇଥିବାରୁ ଅଗ୍ନିଶମ ବାହିନୀ ଯିବା ସମ୍ଭବ ହେଉ ନାହିଁ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର