କୋଭିଡରେ ମୃତ୍ୟୁ ହେଲେ ସରକାର ଦେଉଛନ୍ତି ୫୦ହଜାର ଟଙ୍କା ସହାୟତା, ସଠିକ୍ ଉପାୟରେ ଆବେଦନ କରିବାକୁ ପରାମର୍ଶ

The Sakala Picture
Published On

ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କଲେ ମୃତକଙ୍କ ପରିବାର ବର୍ଗଙ୍କୁ ସକରାରଙ୍କ ପକ୍ଷରୁ ୫୦ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ଏଥିପାଇଁ ସଠିକ୍ ଉପାୟରେ ଆବେଦନ ଓ ଜିଲ୍ଲା ପ୍ରଶାସନର ସହାୟତା ନେବା ଜରୁରୀ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରବର୍ଗ ସମସ୍ତ ଦସ୍ତବିଜ୍ ସହ ନିକଟସ୍ଥ ରାଜସ୍ୱ ନୀରିକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ତହସିଲ୍ କାର୍ଯ୍ୟାଳୟ […]

ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କଲେ ମୃତକଙ୍କ ପରିବାର ବର୍ଗଙ୍କୁ ସକରାରଙ୍କ ପକ୍ଷରୁ ୫୦ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ଏଥିପାଇଁ ସଠିକ୍ ଉପାୟରେ ଆବେଦନ ଓ ଜିଲ୍ଲା ପ୍ରଶାସନର ସହାୟତା ନେବା ଜରୁରୀ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରବର୍ଗ ସମସ୍ତ ଦସ୍ତବିଜ୍ ସହ ନିକଟସ୍ଥ ରାଜସ୍ୱ ନୀରିକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ତହସିଲ୍ କାର୍ଯ୍ୟାଳୟ ଅଥବା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ସହ ଯୋଗଯୋଗ କରିପାରିବେ ବୋଲି ଏଠାରେ କୁହାଯାଇଛି। ଏହି ସମ୍ପର୍କିତ ସୂଚନା ନିମନ୍ତେ ୯୮୬୧୩୮୬୫୭୯ ନମ୍ବରରେ ଯୋଗାଯୋଗ ମଧ୍ୟ କରିପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଜିଲ୍ଲାରେ କୋଭିଡ଼୍ରେ ୪୮୧ଜଣ ମୃତ୍ୟୁବରଣ କରିଥିବା ବେଳେ ଏଥିରୁ ୨୮୬ଜଣ ଆବେଦନକାରୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

09 Feb 2022 By The Sakala

କୋଭିଡରେ ମୃତ୍ୟୁ ହେଲେ ସରକାର ଦେଉଛନ୍ତି ୫୦ହଜାର ଟଙ୍କା ସହାୟତା, ସଠିକ୍ ଉପାୟରେ ଆବେଦନ କରିବାକୁ ପରାମର୍ଶ

ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କଲେ ମୃତକଙ୍କ ପରିବାର ବର୍ଗଙ୍କୁ ସକରାରଙ୍କ ପକ୍ଷରୁ ୫୦ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ଏଥିପାଇଁ ସଠିକ୍ ଉପାୟରେ ଆବେଦନ ଓ ଜିଲ୍ଲା ପ୍ରଶାସନର ସହାୟତା ନେବା ଜରୁରୀ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରବର୍ଗ ସମସ୍ତ ଦସ୍ତବିଜ୍ ସହ ନିକଟସ୍ଥ ରାଜସ୍ୱ ନୀରିକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ତହସିଲ୍ କାର୍ଯ୍ୟାଳୟ ଅଥବା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ସହ ଯୋଗଯୋଗ କରିପାରିବେ ବୋଲି ଏଠାରେ କୁହାଯାଇଛି। ଏହି ସମ୍ପର୍କିତ ସୂଚନା ନିମନ୍ତେ ୯୮୬୧୩୮୬୫୭୯ ନମ୍ବରରେ ଯୋଗାଯୋଗ ମଧ୍ୟ କରିପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଜିଲ୍ଲାରେ କୋଭିଡ଼୍ରେ ୪୮୧ଜଣ ମୃତ୍ୟୁବରଣ କରିଥିବା ବେଳେ ଏଥିରୁ ୨୮୬ଜଣ ଆବେଦନକାରୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର