ସ୍ତ୍ରୀକୁ ମାରି ନଦୀରେ ଭସାଇ ଦେଲା ସ୍ବାମୀ

The Sakala Picture
Published On

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ସ୍ତ୍ରୀକୁ ହତ୍ୟା କରିବା ପରେ ନିକଟରେ ଥିବା ଋଷିକୂଲ୍ୟା ନଦୀରେ ସ୍ୱାମୀ ଭସାଇ ଦେଇଥିବା ସୂଚନା । ମୃତକ ଜଣଙ୍କ ହେଲେ ବୁଲି ମୂଳି । ଖବର ପାଇଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଦ୍ୱାରା ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳିକୁ ଅଟକ ରଖାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

14 Sep 2023 By The Sakala

ସ୍ତ୍ରୀକୁ ମାରି ନଦୀରେ ଭସାଇ ଦେଲା ସ୍ବାମୀ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ସ୍ତ୍ରୀକୁ ହତ୍ୟା କରିବା ପରେ ନିକଟରେ ଥିବା ଋଷିକୂଲ୍ୟା ନଦୀରେ ସ୍ୱାମୀ ଭସାଇ ଦେଇଥିବା ସୂଚନା । ମୃତକ ଜଣଙ୍କ ହେଲେ ବୁଲି ମୂଳି । ଖବର ପାଇଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଦ୍ୱାରା ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳିକୁ ଅଟକ ରଖାଯାଇଛି।

https://www.thesakala.in/latest-odisha-news/ganjam/the-husband-killed-the-wife-and-threw-her-in-the-river/article-25419
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର