ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୧୦ ଗୁରୁତର

The Sakala Picture
Published On

ଦିଗପହଣ୍ଡି: ପାତ୍ରପୁର ବ୍ଲକ ଜରଡାଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛଣା ଗାଁର ପ୍ରାୟ ୨୦ ଜଣ ତୁମ୍ବା ପଂଚାୟତକୁ ପିଡ଼ିଏସ ଚାଉଳ ରାସନ ଆଣିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ଘଟଣା ସ୍ଥଳରେ  ୨ ଜଣଙ୍କର ମୃତ୍ଯୁ ଘଟିଛି, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣଙ୍କ ନାନ ମଙ୍ଗଳା ପ୍ରଧାନ , ସୀତା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, […]

ଦିଗପହଣ୍ଡି: ପାତ୍ରପୁର ବ୍ଲକ ଜରଡାଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛଣା ଗାଁର ପ୍ରାୟ ୨୦ ଜଣ ତୁମ୍ବା ପଂଚାୟତକୁ ପିଡ଼ିଏସ ଚାଉଳ ରାସନ ଆଣିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ଘଟଣା ସ୍ଥଳରେ  ୨ ଜଣଙ୍କର ମୃତ୍ଯୁ ଘଟିଛି, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣଙ୍କ ନାନ ମଙ୍ଗଳା ପ୍ରଧାନ , ସୀତା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ଭୁଲ ବଶତଃ ଟ୍ରାକ୍ଟର ଡାଲାଟି ହାଇଡ୍ରୋଲିକ ହୋଇଥିବାରୁ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଜରଡ଼ା ପୁଲିସ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି।

11 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର