ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ, ୨ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ଆମ୍ବୁଲାନ୍ସରେ ସିକ୍ରେଟ୍ ଚାମ୍ବର କରି ହେଉଥିଲା ଗଞ୍ଜେଇ ଚାଲାଣ । କଳିଙ୍ଗ ଷ୍ଟାଡିୟମ ଛକରେ ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ । ଗାଡ଼ିରୁ ୫୦ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ। ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଅତି ଚତୁରତାର ସହ ଗଞ୍ଜେଇ ଚାଲାଣ କରୁଥିଲେ ଦୁର୍ବୁତ୍ତ । ଗାଡ଼ି ଭିତରେ ରୋଗୀ ଶୋଇବା ସ୍ଥାନ ତଳେ ଏକ ସିକ୍ରେଟ୍ ଚାମ୍ବର ତିଆରି ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ନୟାପଲ୍ଲୀ ପୋଲିସ ଚଢ଼ାଉ କରି ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଆମ୍ବୁଲାନ୍ସର ସେହି ସିକ୍ରେଟ୍ ଚାମ୍ବର ଭିତରୁ ପ୍ରାୟ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ୨ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ। 

ଆହୁରି ପଢ଼ନ୍ତୁ: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର, ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା

05 May 2026 By Madhusudan Das

ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ, ୨ଗିରଫ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ଆମ୍ବୁଲାନ୍ସରେ ସିକ୍ରେଟ୍ ଚାମ୍ବର କରି ହେଉଥିଲା ଗଞ୍ଜେଇ ଚାଲାଣ । କଳିଙ୍ଗ ଷ୍ଟାଡିୟମ ଛକରେ ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ । ଗାଡ଼ିରୁ ୫୦ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ। ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଅତି ଚତୁରତାର ସହ ଗଞ୍ଜେଇ ଚାଲାଣ କରୁଥିଲେ ଦୁର୍ବୁତ୍ତ । ଗାଡ଼ି ଭିତରେ ରୋଗୀ ଶୋଇବା ସ୍ଥାନ ତଳେ ଏକ ସିକ୍ରେଟ୍ ଚାମ୍ବର ତିଆରି ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ନୟାପଲ୍ଲୀ ପୋଲିସ ଚଢ଼ାଉ କରି ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଆମ୍ବୁଲାନ୍ସର ସେହି ସିକ୍ରେଟ୍ ଚାମ୍ବର ଭିତରୁ ପ୍ରାୟ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ୨ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର