ରାୟଗଡା ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦିଲୀପ ସାହୁଙ୍କ ଘରେ ଭିଜଲାନ୍ସ ରେଡ

The Sakala Picture
Published On

ଗଜପତି : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜଲାନ୍ସ ରେଡ । ଗଜପତି ଜିଲ୍ଲା ରାୟଗଡା ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦିଲୀପ ସାହୁଙ୍କ ଘର ଉପରେ ରେଡ । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସମେତ ୬ଟି ସ୍ଥାନରେ ରେଡ । ଆଜି ଭିଜିଲାନ୍ସର ୪ଟି ଟିମ୍ ଅଲଗା ସ୍ଥାନରେ ରେଡ କରିଛନ୍ତି । ବ୍ରହ୍ମପୁରର ଗୋପବନ୍ଧୁ ନଗର, ଜ୍ୟୋତି ନଗର, ଦିଗପହଣ୍ଡିରେ କରିଥିବା ଏକ ଅଫିସ୍ ଚମ୍ବର୍, ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ସରକାରୀ କ୍ୱାଟର ରେ ରେଡ ।

17 Dec 2022 By The Sakala

ରାୟଗଡା ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦିଲୀପ ସାହୁଙ୍କ ଘରେ ଭିଜଲାନ୍ସ ରେଡ

ଗଜପତି : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜଲାନ୍ସ ରେଡ । ଗଜପତି ଜିଲ୍ଲା ରାୟଗଡା ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦିଲୀପ ସାହୁଙ୍କ ଘର ଉପରେ ରେଡ । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସମେତ ୬ଟି ସ୍ଥାନରେ ରେଡ । ଆଜି ଭିଜିଲାନ୍ସର ୪ଟି ଟିମ୍ ଅଲଗା ସ୍ଥାନରେ ରେଡ କରିଛନ୍ତି । ବ୍ରହ୍ମପୁରର ଗୋପବନ୍ଧୁ ନଗର, ଜ୍ୟୋତି ନଗର, ଦିଗପହଣ୍ଡିରେ କରିଥିବା ଏକ ଅଫିସ୍ ଚମ୍ବର୍, ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ସରକାରୀ କ୍ୱାଟର ରେ ରେଡ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର