ରାଜ୍ୟରେ ଖସୁଛି ପାରଦ, ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର
ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। ୧୫ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୦.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି। ସିମିଳିଗୁଡା ୧୧.୧, କୋରାପୁଟ ୧୧.୬, କେନ୍ଦୁଝର ୧୨.୮, ଫୁଲବାଣୀ ୧୩, ଦାରିଙ୍ଗବାଡି ୧୩, କିରେଇ ୧୩.୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣା ଓ ନବରଙ୍ଗପୁରର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

10 Nov 2023
By The Sakala

⊕ https://www.thesakala.in/latest-odisha-news/g-udayagiri-is-the-coldest-city-in-the-odisha/article-27179