ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର ଫୁଡ଼ ରେଜିଷ୍ଟ୍ରେସନକୁ ବାତିଲ କଲା ବିଏମସି

The Sakala Picture
Published On

ଭୁବନେଶ୍ବର: ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର ଫୁଡ଼ ରେଜିଷ୍ଟ୍ରେସନକୁ ବାତିଲ କଲା ବିଏମସି। ବିଏମସିର ଖାଦ୍ୟ ସୁରକ୍ଷା ଦଳ ଆଜି ଦୂରଦର୍ଶନ ନିକଟରେ ଥିବା ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। କିଶୋର ଭାଇନାଙ୍କ ହୋଟେଲରେ ବ୍ଯବହୃତ ଖାଦ୍ୟର ରଙ୍ଗ ଓ ନଷ୍ଟ ହୋଇଯାଇଥିବା ସସଙ୍କୁ ବିଏମସିର ଖାଦ୍ୟ ସୁରକ୍ଷା ଦଳ ନଷ୍ଟ କରିଛନ୍ତି। ଏହି ଯାଞ୍ଚ ବେଳେ ହୋଟେଲର ପିରମଳ ବ୍ଯବସ୍ଥା ପୂରା ବିପର୍ଯ୍ଯସ୍ତ ଅବସ୍ଥାରେ ରହିଥିବା ନଜରକୁ ଆସିଛି। ସ୍ବଛତାକୁ ମଧ୍ୟ ଅବଲମ୍ବନ କରାଯାଉ […]

ଭୁବନେଶ୍ବର: ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର ଫୁଡ଼ ରେଜିଷ୍ଟ୍ରେସନକୁ ବାତିଲ କଲା ବିଏମସି। ବିଏମସିର ଖାଦ୍ୟ ସୁରକ୍ଷା ଦଳ ଆଜି ଦୂରଦର୍ଶନ ନିକଟରେ ଥିବା ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। କିଶୋର ଭାଇନାଙ୍କ ହୋଟେଲରେ ବ୍ଯବହୃତ ଖାଦ୍ୟର ରଙ୍ଗ ଓ ନଷ୍ଟ ହୋଇଯାଇଥିବା ସସଙ୍କୁ ବିଏମସିର ଖାଦ୍ୟ ସୁରକ୍ଷା ଦଳ ନଷ୍ଟ କରିଛନ୍ତି। ଏହି ଯାଞ୍ଚ ବେଳେ ହୋଟେଲର ପିରମଳ ବ୍ଯବସ୍ଥା ପୂରା ବିପର୍ଯ୍ଯସ୍ତ ଅବସ୍ଥାରେ ରହିଥିବା ନଜରକୁ ଆସିଛି। ସ୍ବଛତାକୁ ମଧ୍ୟ ଅବଲମ୍ବନ କରାଯାଉ ନ ଥିଲା । ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି ହେଉଥିବା ସାମ୍ନାକୁ ଅସିଛି। ଏହାପରେ ଏହି  ହୋଟେଲ ରରେଜିଷ୍ଟ୍ରେସନକୁ ବାତିଲ କରାଯିବ ସହ ଫାଇନ ମଧ୍ଯ ଆଦାୟ କରିଛି ବିଏମସି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

14 Sep 2022 By The Sakala

ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର ଫୁଡ଼ ରେଜିଷ୍ଟ୍ରେସନକୁ ବାତିଲ କଲା ବିଏମସି

ଭୁବନେଶ୍ବର: ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର ଫୁଡ଼ ରେଜିଷ୍ଟ୍ରେସନକୁ ବାତିଲ କଲା ବିଏମସି। ବିଏମସିର ଖାଦ୍ୟ ସୁରକ୍ଷା ଦଳ ଆଜି ଦୂରଦର୍ଶନ ନିକଟରେ ଥିବା ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। କିଶୋର ଭାଇନାଙ୍କ ହୋଟେଲରେ ବ୍ଯବହୃତ ଖାଦ୍ୟର ରଙ୍ଗ ଓ ନଷ୍ଟ ହୋଇଯାଇଥିବା ସସଙ୍କୁ ବିଏମସିର ଖାଦ୍ୟ ସୁରକ୍ଷା ଦଳ ନଷ୍ଟ କରିଛନ୍ତି। ଏହି ଯାଞ୍ଚ ବେଳେ ହୋଟେଲର ପିରମଳ ବ୍ଯବସ୍ଥା ପୂରା ବିପର୍ଯ୍ଯସ୍ତ ଅବସ୍ଥାରେ ରହିଥିବା ନଜରକୁ ଆସିଛି। ସ୍ବଛତାକୁ ମଧ୍ୟ ଅବଲମ୍ବନ କରାଯାଉ ନ ଥିଲା । ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି ହେଉଥିବା ସାମ୍ନାକୁ ଅସିଛି। ଏହାପରେ ଏହି  ହୋଟେଲ ରରେଜିଷ୍ଟ୍ରେସନକୁ ବାତିଲ କରାଯିବ ସହ ଫାଇନ ମଧ୍ଯ ଆଦାୟ କରିଛି ବିଏମସି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର