ଗଣେଶ ପୂଜାରେ ମଦ ପିଇ ଉତ୍ପାତ : ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ

The Sakala Picture
Published On

ଦିଗପହଣ୍ଡି: ଦିଗପହଣ୍ଡି ଡେଙ୍ଗାଓସ୍ତାର ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଗଣେଶ ପୂଜାରେ ଦୁଇ ଗୋଷ୍ଠୀ ମିଶି ମଦ ପିଉଥିଲେ , କୌଣସି ଏକ ବିଷୟକୁ ନେଇ ଆରମ୍ଭ ହେଲା ବଚସା । ପରେ ବଚସା ଅଧିକ ବଢ଼ିବା ସହିତ ସୃଷ୍ଟି ହୋଇଥିଲା ହାତାହାତି ପରିସ୍ଥିତି । ଗୁରୁତର ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଦିଗପହଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ତନାଘନା ଚଳାଇଛି । […]

ଦିଗପହଣ୍ଡି: ଦିଗପହଣ୍ଡି ଡେଙ୍ଗାଓସ୍ତାର ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଗଣେଶ ପୂଜାରେ ଦୁଇ ଗୋଷ୍ଠୀ ମିଶି ମଦ ପିଉଥିଲେ , କୌଣସି ଏକ ବିଷୟକୁ ନେଇ ଆରମ୍ଭ ହେଲା ବଚସା । ପରେ ବଚସା ଅଧିକ ବଢ଼ିବା ସହିତ ସୃଷ୍ଟି ହୋଇଥିଲା ହାତାହାତି ପରିସ୍ଥିତି । ଗୁରୁତର ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଦିଗପହଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ତନାଘନା ଚଳାଇଛି । ଘଟଣା ସ୍ଥଳରେ ଚାରୋଟି ବାଇକ, ଧାରୁଆ ମାରଣାସ୍ତ୍ର ଓ ବିଦେଶୀ ବନ୍ଧୁକ ପଡ଼ିଥିବା ଦେଖିବାକୁ ମିଳିଛି । ପୋଲିସ ସୂଚନା ମୁତାବକ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା । ଗଣ୍ଡଗୋଳ ଘଟାଇଇଥିବା ଯୁବକମାନେ ବାଇକ ଗୁଡ଼ିକ ଛାଡ଼ି ପଳାଇ ଥିଲେ । ଉଭୟ ପକ୍ଷର ମୋଟ ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର