ମାଟିରେ ମିଶିଲା ରାଜଧାନୀର ଚର୍ଚ୍ଚିତ କିଶୋର ଭାଇନାଙ୍କ ମଟନ ହୋଟେଲ୍

The Sakala Picture
Published On

ଭୁବନେଶ୍ୱର: ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ୍ । ତାଗିଦ ପରେ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା ବିଏମସି । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଦୁଇ ଦିନ ପୂର୍ବେ କିଶୋରଙ୍କ ମଟନ ଦୋକାନ ଉପରେ ଚଢାଉ କରିଥିଲା ବିଏମସି । ବୁଧବାର ଚଢ଼ାଉ କରି ହୋଟେଲକୁ ସିଲ୍ କରିଥିଲା BMC । ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର […]

ଭୁବନେଶ୍ୱର: ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ୍ । ତାଗିଦ ପରେ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା ବିଏମସି । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଦୁଇ ଦିନ ପୂର୍ବେ କିଶୋରଙ୍କ ମଟନ ଦୋକାନ ଉପରେ ଚଢାଉ କରିଥିଲା ବିଏମସି । ବୁଧବାର ଚଢ଼ାଉ କରି ହୋଟେଲକୁ ସିଲ୍ କରିଥିଲା BMC । ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିବାରୁ ଭାଙ୍ଗିଦେଲା ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସୂଚନାଯୋଗ୍ୟ, ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ଗତ ବୁଧବାର ଦିନ ତାଗିଦ କରିଥିଲା । କେବଳ ଏତିକି ନୁହଁ ଗୁପଚୁପ ଓ ଦହିବରା ବିକ୍ରିର ରେଜିଷ୍ଟସନରେ ବର୍ଷ ବର୍ଷ ଧରି ହୋଟେଲ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ବିଏମସିର ଫୁଡ ସେଫଟି ଟିମ୍ । ତରକାରୀରେ ନକଲି ରଙ୍ଗ ଓ ଏକ୍ସପାୟରୀ ସସ୍ ପକାଇବା ସହ ପରିଷ୍କାର ଓ ପରିଚ୍ଛନ୍ନ ଉପରେ ଦୃଷ୍ଟି ଦେଉନଥିଲେ କିଶୋର ଭାଇନା । ତେବେ ବିଏମସିର ଚଢାଉ ଓ ତାଗିଦ ପରେ ମଧ୍ୟ ଗତକାଲି ପୁଣିଥରେ ଦୋକାନ ଖୋଲିଥିଲେ କିଶୋର ଭାଇନା । ପୁଣିଥରେ ମଟନ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ କିଶୋର । ତେଣୁ ଆଜି ସକାଳୁ ସକାଳୁ କିଶୋର ଭାଇନାଙ୍କ ଦୋକାନ ଉପରେ ବୁଲଡୋଜର ଚଢାଇଥିଲା ବିଏମସି ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

16 Sep 2022 By The Sakala

ମାଟିରେ ମିଶିଲା ରାଜଧାନୀର ଚର୍ଚ୍ଚିତ କିଶୋର ଭାଇନାଙ୍କ ମଟନ ହୋଟେଲ୍

ଭୁବନେଶ୍ୱର: ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ୍ । ତାଗିଦ ପରେ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା ବିଏମସି । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଦୁଇ ଦିନ ପୂର୍ବେ କିଶୋରଙ୍କ ମଟନ ଦୋକାନ ଉପରେ ଚଢାଉ କରିଥିଲା ବିଏମସି । ବୁଧବାର ଚଢ଼ାଉ କରି ହୋଟେଲକୁ ସିଲ୍ କରିଥିଲା BMC । ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିବାରୁ ଭାଙ୍ଗିଦେଲା ।

ସୂଚନାଯୋଗ୍ୟ, ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ଗତ ବୁଧବାର ଦିନ ତାଗିଦ କରିଥିଲା । କେବଳ ଏତିକି ନୁହଁ ଗୁପଚୁପ ଓ ଦହିବରା ବିକ୍ରିର ରେଜିଷ୍ଟସନରେ ବର୍ଷ ବର୍ଷ ଧରି ହୋଟେଲ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ବିଏମସିର ଫୁଡ ସେଫଟି ଟିମ୍ । ତରକାରୀରେ ନକଲି ରଙ୍ଗ ଓ ଏକ୍ସପାୟରୀ ସସ୍ ପକାଇବା ସହ ପରିଷ୍କାର ଓ ପରିଚ୍ଛନ୍ନ ଉପରେ ଦୃଷ୍ଟି ଦେଉନଥିଲେ କିଶୋର ଭାଇନା । ତେବେ ବିଏମସିର ଚଢାଉ ଓ ତାଗିଦ ପରେ ମଧ୍ୟ ଗତକାଲି ପୁଣିଥରେ ଦୋକାନ ଖୋଲିଥିଲେ କିଶୋର ଭାଇନା । ପୁଣିଥରେ ମଟନ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ କିଶୋର । ତେଣୁ ଆଜି ସକାଳୁ ସକାଳୁ କିଶୋର ଭାଇନାଙ୍କ ଦୋକାନ ଉପରେ ବୁଲଡୋଜର ଚଢାଇଥିଲା ବିଏମସି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର