ସାନ ଭାଇକୁ କାଠ ଫାଳିଆରେ ପିଟିପିଟି ଅତି ନୃସଂଶଭାବେ ହତ୍ୟା କଲା ବଡ଼ ଭାଇ

The Sakala Picture
Published On

ଭୁବନେଶ୍ୱର: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ହେଲା ଭାଇର ବଇରୀ । ସାନଭାଇକୁ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କଲା ବଡ଼ଭାଇ । କାଠ ଫାଳିଆ ଓ ଆଲୁମିନିୟମ ପାଇପରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ରାଜମୋହନ ସେନାପତି । ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼ ଭାଇ ବିଶ୍ୱମୋହନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି […]

ଭୁବନେଶ୍ୱର: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ହେଲା ଭାଇର ବଇରୀ । ସାନଭାଇକୁ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କଲା ବଡ଼ଭାଇ । କାଠ ଫାଳିଆ ଓ ଆଲୁମିନିୟମ ପାଇପରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ରାଜମୋହନ ସେନାପତି । ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼ ଭାଇ ବିଶ୍ୱମୋହନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତକାଲି ରାଜମୋହନ ନିଶା ଖାଇ ଘରକୁ ଫେରିଥିଲେ ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ବଡ଼ ଭାଇ ଆଲୁମିନିୟମ ପାଇପରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ ସାନଭାଇ ରାଜମୋହନ । ସାଙ୍ଗ ମାନଙ୍କୁ ଡାକି ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

20 Sep 2022 By The Sakala

ସାନ ଭାଇକୁ କାଠ ଫାଳିଆରେ ପିଟିପିଟି ଅତି ନୃସଂଶଭାବେ ହତ୍ୟା କଲା ବଡ଼ ଭାଇ

ଭୁବନେଶ୍ୱର: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ହେଲା ଭାଇର ବଇରୀ । ସାନଭାଇକୁ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କଲା ବଡ଼ଭାଇ । କାଠ ଫାଳିଆ ଓ ଆଲୁମିନିୟମ ପାଇପରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ରାଜମୋହନ ସେନାପତି । ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼ ଭାଇ ବିଶ୍ୱମୋହନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତକାଲି ରାଜମୋହନ ନିଶା ଖାଇ ଘରକୁ ଫେରିଥିଲେ ।

ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ବଡ଼ ଭାଇ ଆଲୁମିନିୟମ ପାଇପରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ ସାନଭାଇ ରାଜମୋହନ । ସାଙ୍ଗ ମାନଙ୍କୁ ଡାକି ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର