ମଦ ନିଶାରେ ନିଜ ୫ ମାସର କୁନିପୁଅକୁ କଚାଡ଼ି ମାରିଲା ନୃଶଂସ ବାପା

The Sakala Picture
Published On

ବରଗଡ଼: ପଦ୍ମପୁର ମଦୁଆ ବାପର ନୃସଂଶ କାଣ୍ଡ । ମଦ ପିଇ ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା ବାପା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଚେରଙ୍ଗାଝାଂଜ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ଭୁଏ ନାମକ ଜଣେ ବ୍ୟକ୍ତି ଗତ ରାତିରେ ମଦ ନିଶାରେ ଘରକୁ ଯାଇ ଘର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ବଚସାକୁ […]

ବରଗଡ଼: ପଦ୍ମପୁର ମଦୁଆ ବାପର ନୃସଂଶ କାଣ୍ଡ । ମଦ ପିଇ ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା ବାପା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଚେରଙ୍ଗାଝାଂଜ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ଭୁଏ ନାମକ ଜଣେ ବ୍ୟକ୍ତି ଗତ ରାତିରେ ମଦ ନିଶାରେ ଘରକୁ ଯାଇ ଘର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ବଚସାକୁ ନେଇ ରାଗ ତମ ତମରେ ମଦ ନିଶାରେ ନିଜର ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ଦେଇଥିଲେ । ସ୍ତ୍ରୀର ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଶିଶୁପୁତ୍ରକୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଲୋକେ ବାପା ହେମନ୍ତକୁ ଅଟକ ରଖି ପୋଲିସର ଜିମା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

11 Feb 2024 By The Sakala

ମଦ ନିଶାରେ ନିଜ ୫ ମାସର କୁନିପୁଅକୁ କଚାଡ଼ି ମାରିଲା ନୃଶଂସ ବାପା

ବରଗଡ଼: ପଦ୍ମପୁର ମଦୁଆ ବାପର ନୃସଂଶ କାଣ୍ଡ । ମଦ ପିଇ ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା ବାପା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଚେରଙ୍ଗାଝାଂଜ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ଭୁଏ ନାମକ ଜଣେ ବ୍ୟକ୍ତି ଗତ ରାତିରେ ମଦ ନିଶାରେ ଘରକୁ ଯାଇ ଘର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ବଚସାକୁ ନେଇ ରାଗ ତମ ତମରେ ମଦ ନିଶାରେ ନିଜର ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ଦେଇଥିଲେ । ସ୍ତ୍ରୀର ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଶିଶୁପୁତ୍ରକୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଲୋକେ ବାପା ହେମନ୍ତକୁ ଅଟକ ରଖି ପୋଲିସର ଜିମା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/drunken-father-killed-his-5-month-old-son-in-bargarh/article-29819
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର