ନିଶାରେ ଡାକ୍ତରବାବୁ : ରୋଗୀଙ୍କ ଭିଡ ଜମିବା ପରେ ସିକ୍ୟୁରିଟି ଗାର୍ଡ ଡାକିଲେ ବି ଭାଙ୍ଗୁନି ନିଦ କି ଛାଡୁନି ନିଶା

The Sakala Picture
Published On

ଢେଙ୍କାନାଳ: ପୁଣି କ୍ୟାମେରା ଆଗରେ ଧରାପଡିଲେ ମଦୁଆ ଡାକ୍ତର। ନିଶା ନିଦ୍ରାରେ ଡାକ୍ତର ବାବୁ। ଏ ଦୃଶ୍ୟ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, ହେଲେ ଡାକ୍ତର ବାବୁ ନିଘୋଡ ନିଦରେ। ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ ସାହୁ। ମଦ ନିଶାରେ ଏତେ ଚୁର୍ ଯେ, ଡାକ୍ତର ବାବୁ ଆଉଟଡୋର୍ ଟେବୁଲରେ ଶୋଇ ପଡିଛନ୍ତି। କ୍ୟାମେରା ଦେଖି ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ […]

ଢେଙ୍କାନାଳ: ପୁଣି କ୍ୟାମେରା ଆଗରେ ଧରାପଡିଲେ ମଦୁଆ ଡାକ୍ତର। ନିଶା ନିଦ୍ରାରେ ଡାକ୍ତର ବାବୁ। ଏ ଦୃଶ୍ୟ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, ହେଲେ ଡାକ୍ତର ବାବୁ ନିଘୋଡ ନିଦରେ। ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ ସାହୁ। ମଦ ନିଶାରେ ଏତେ ଚୁର୍ ଯେ, ଡାକ୍ତର ବାବୁ ଆଉଟଡୋର୍ ଟେବୁଲରେ ଶୋଇ ପଡିଛନ୍ତି। କ୍ୟାମେରା ଦେଖି ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ଡାକ୍ତର ହୋସ୍‌ରେ ଥିଲେ ସିନା ଉଠିବେ।

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

ତେବେ କିଛି ସମୟ ପରେ ଆଉ ଜଣେ ଡାକ୍ତର ମଦୁଆ ଡାକ୍ତରଙ୍କୁ ଉଠାଇବା ସହ ରୋଗୀଙ୍କ ଚିକିତ୍ସା କରିଥିଲେ। ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ହେଲେ ମଦ ପିଇ ରୋଗୀ ସେବା କରୁଥିବା ଏପରି କିଛି ଡାକ୍ତରଙ୍କ ପାଇଁ ଲୋକଙ୍କ ଭରସା ତୁଟିବାକୁ ବସିଲାଣି। ତେବେ ଏହି ଖବର ପ୍ରସାରଣ ପରେ ରେ ଉକ୍ତ ଡାକ୍ତର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଜମି ଉପରେ ପଡ଼ିଶାଙ୍କ ନଜର: ଛତିଶଗଡ଼ ଦଖଲରେ ଝାରସୁଗୁଡ଼ାର ୩ କି.ମି ରାସ୍ତା

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

07 Oct 2021 By The Sakala

ନିଶାରେ ଡାକ୍ତରବାବୁ : ରୋଗୀଙ୍କ ଭିଡ ଜମିବା ପରେ ସିକ୍ୟୁରିଟି ଗାର୍ଡ ଡାକିଲେ ବି ଭାଙ୍ଗୁନି ନିଦ କି ଛାଡୁନି ନିଶା

ଢେଙ୍କାନାଳ: ପୁଣି କ୍ୟାମେରା ଆଗରେ ଧରାପଡିଲେ ମଦୁଆ ଡାକ୍ତର। ନିଶା ନିଦ୍ରାରେ ଡାକ୍ତର ବାବୁ। ଏ ଦୃଶ୍ୟ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, ହେଲେ ଡାକ୍ତର ବାବୁ ନିଘୋଡ ନିଦରେ। ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ ସାହୁ। ମଦ ନିଶାରେ ଏତେ ଚୁର୍ ଯେ, ଡାକ୍ତର ବାବୁ ଆଉଟଡୋର୍ ଟେବୁଲରେ ଶୋଇ ପଡିଛନ୍ତି। କ୍ୟାମେରା ଦେଖି ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ଡାକ୍ତର ହୋସ୍‌ରେ ଥିଲେ ସିନା ଉଠିବେ।

ତେବେ କିଛି ସମୟ ପରେ ଆଉ ଜଣେ ଡାକ୍ତର ମଦୁଆ ଡାକ୍ତରଙ୍କୁ ଉଠାଇବା ସହ ରୋଗୀଙ୍କ ଚିକିତ୍ସା କରିଥିଲେ। ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ହେଲେ ମଦ ପିଇ ରୋଗୀ ସେବା କରୁଥିବା ଏପରି କିଛି ଡାକ୍ତରଙ୍କ ପାଇଁ ଲୋକଙ୍କ ଭରସା ତୁଟିବାକୁ ବସିଲାଣି। ତେବେ ଏହି ଖବର ପ୍ରସାରଣ ପରେ ରେ ଉକ୍ତ ଡାକ୍ତର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର